-
?????
ଝାରସୁଗୁଡା ବିମାନ ବନ୍ଦରକୁ ପୁରିଲା ତିନି ବର୍ଷ
ଝାରସୁଗୁଡା: ବୁଧବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଇ ବିମାନ ବନ୍ଦର ତିନି ବର୍ଷରେ ପଦାର୍ପଣ କରିଛି । ତିନି ବର୍ଷ ପୂର୍ତ୍ତି ଅବସରରେ ବିମାନ ବନ୍ଦର ପକ୍ଷରୁ…
Read More » -
?????
ନବଜାତଙ୍କ ସହ ପ୍ରସୂତୀଙ୍କର ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟ ବିରୋଧରେ ସଂଗୀନ ଅଭିଯୋଗ
ଝାରସୁଗୁଡା: ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଜଣେ ପ୍ରସୂତୀଙ୍କ ସହିତ ନବଜାତର ମୃତ୍ୟୁ ଘଟିଛି । ଚିକିତ୍ସାରେ ଅବହେଳା ହୋଇଥିବାରୁ ଏପରି ହୋଇଛି ବୋଲି ମୃତ ମହିଳାଙ୍କ ସ୍ୱାମୀ…
Read More » -
?????
ପଶ୍ଚିମ ଓଡ଼ିଶାର 6ଟି ଜିଲ୍ଲାରୁ କେନ୍ଦ୍ର କିଣିବ ପ୍ରୋଟିନ ଯୁକ୍ତ ଉଷୁନା ଚାଉଳ
କେସିଙ୍ଗା: କେନ୍ଦ୍ର ସରକାର ସାରା ଦେଶର ବିଭିନ୍ନ ରାଜ୍ୟରୁ ପ୍ରୋଟିନ ଯୁକ୍ତ ଚାଉଳ କିଣିବେ। ଏଥିମଧ୍ୟରେ ଓଡ଼ିଶାର 6 ଜିଲ୍ଲା ରହିଛି । ଏହି ସମସ୍ତ ଜିଲ୍ଲା…
Read More » -
?????
‘ନଭେମ୍ୱର ଯାଏ ସତର୍କ ରହିଲେ ତୃତୀୟ ଲହର ଆସିବନି’
ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ନଭେମ୍ବର ଯାଏ ଅପେକ୍ଷା କରିବାକୁ ହେବ। ନଭେମ୍ୱର ଯାଏ ଯଦି ଆମେ ସମସ୍ତେ କରୋନା ନିୟମକୁ ମାନି ରହିବା…
Read More » -
?????
ଏଟିଭିଏମ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ
ଏଟିଭିଏମ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ଯାତ୍ରୀ ମାନେ ଏଣିକି ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ନଯାଇ ସେମାନଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ…
Read More » -
?????
ଅଧାବାଟରେ ଆମ୍ୱୁଲାନ୍ସ ଖରାପ, ଉଡିଗଲା ରୋଗୀର ପ୍ରାଣବାୟୁ
ସମ୍ବଲପୁର: ରୋଗୀଙ୍କୁ ହସ୍ପିଟାଲ ନେଇ ଯାଉଥିବା ଏକ ଆମ୍ୱଲାନ୍ସ ଅଧା ରାସ୍ତାରେ ଖରାପ ହୋଇଯିବାରୁ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ ।…
Read More » -
?????
ଦୁୂବାଇରେ ପାଳିତ ହେଲା ନୂଆଖାଇ
ଦୁବାଇ: ପଶ୍ଚିମ ଓଡ଼ିଶା ନୂଆଁଖାଇ କେବଳ ଗୋଟିଏ ସୀମିତ ଜାଗାରେ ପାଳନ ହୋଇନାହିଁ ବରଂ ଏହା ସାରା ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଯାଇଛି ।…
Read More » -
?????
ବାପ ଓ ପୁଅ ଜିତିଲେ ସ୍ୱର୍ଣ୍ଣ ପଦକ
ଝାରସୁଗୁଡା: ଶୁଟିଂରେ ବାପ ପୁଅ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଭୁବନେଶ୍ୱର କଳିଙ୍ଗ ଷ୍ଚାଡିୟମରେ ଆୟୋଜିତ ହୋଇଥିବା 10ମ ଶୁଟି ଚାମ୍ପିଅନଶିପରେ ବାପ, ପୁଅଙ୍କୁ ଏହି ପୁରସ୍କାର…
Read More » -
?????
ଆଗକୁ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ଡିଏମଇଟି
ଭୁବନେଶ୍ୱର: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଲା, ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ। ତେଣୁ କରୋନା ସଂକ୍ରମଣକୁ ଆଖି ଆଗରେ ଦେଖିବାକୁ ଗଲେ ଏହି…
Read More » -
?????
ପୁରୁଣାବସ୍ତି ପୋଖରୀରେ ମାଛ ମଡ଼କ, ସ୍ଥାନୀୟ ଲୋକେ ଭୟଭୀତ
ଝାରସୁଗୁଡା: ଜିଲ୍ଲାର ଏକ ପୋଖରୀରେ ଶତାଧିକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପୁରୁଣାବସ୍ତିରେ ଥିବା ପୋଖରୀରରେ ଏପରି ମାଛ ମଡ଼କ ସ୍ଥାନୀୟ ଲୋକଙ୍କୁ ଆଶ୍ଟର୍ଯ୍ୟ…
Read More »