-
?????
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରସ୍କୃତ ହେଲା ଟିଆରଏଲ କ୍ରୋସାକି
ବେଲପାହାଡ଼: ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବାରୁ ପୁରସ୍କୃତ ହୋଇଛି ବେଲପାହାଡର ଟିଆରଏଲ କ୍ରୋସାକି। ଚଳିତ ବର୍ଷ ପାଇଁ ଟିଆରଏଲ ଏହି ପୁରସ୍କାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…
Read More » -
?????
ଆଜିଠାରୁ ରାଜ୍ୟରେ ଭାରତ ସିରିଜ୍ ଗାଡ଼ି ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର: ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ ଚାକିରିଆଙ୍କ ବଦଳି ହେଲେ ଗାଡ଼ି ପଞ୍ଜିକରଣକୁ ବଦଳାଇଥାନ୍ତି। ଏଥିପାଇଁ ଆରଟିଓ ଅଫିସରେ ଅନେକ ଝିଞ୍ଜଟ ରହିଥାଏ। ହେଲେ ଏବେ…
Read More » -
?????
ନବୀନ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ
ରାଉରକେଲା: ମାଲକାନଗିରି ଏବଂ କାଲାହାଣ୍ଡି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେ)ର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ…
Read More » -
?????
ବନ୍ଦ ହେଲା ‘ଆଶୀର୍ବାଦ’ ଯୋଜନା
ଭୁବନେଶ୍ୱର: କୋଭିଡର ଶିକାର ହୋଇ ଅନେକ ପିଲା ବାପା, ମାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା କରିଥିଲେ।…
Read More » -
?????
ଅଭାବୀ ଲୋକଙ୍କୁ ଖାଦ୍ୟ ବାଣ୍ଟିଲା ରୋହିଦାସ ଫାଉଣ୍ଡେସନ
ଝାରସୁଗୁଡା: ଭୋକରେ ରହୁଥିବା କିମ୍ୱା ଅଭାବରେ ରହୁଥିବା ଲୋକଙ୍କୁ ଗ୍ରୋସରୀ ଏବଂ ଖାଦ୍ୟ ପ୍ୟାକେଟ ବାଣ୍ଟିଛନ୍ତି ରୋହିଦାସ ମହାନ୍ତି ଫାଉଣ୍ଡେସନର ସଦସ୍ୟମାନେ। ଶୁକ୍ରବାର ବେହେରାପାଲି, ପାଣ୍ଡ୍ରିପାଠର ଏବଂ…
Read More » -
?????
କରୋନା ଭିତରେ ପାଳନ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ସମ୍ୱଲପୁର: ନୂଆଁଖାଇ ଏକ କୃଷି ଭିତିକ ପର୍ବ। ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ। କରୋନା ଭିତରେ ପଶ୍ଚିମ ଓଡ଼ିଶାର ପାଳନ ହୋଇଛି ଏହି କୃଷି ଭିତିକ…
Read More » -
?????
ଚିନ୍ତା ବଢ଼ାଇଲା ଏମଆଇ ସିଣ୍ଡ୍ରୋମ୍, ଜ୍ୱର ସହ ପେଟ କାଟୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଭୁବନେଶ୍ୱର: ଏମ୍ ଆଇ ସିଣ୍ଡ୍ରୋମର ଶିକାର ହୋଇ ଜଣେ ଛୋଟ ଛୁଆ ପ୍ରାଣ ହରାଇଛି। ଏହାପରେ ରାଜ୍ୟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ…
Read More » -
?????
ପୁଲିସ କବଜାରେ ଆନ୍ତଃ ରାଜ୍ୟ ଲୁଟେରା
ଝାରସୁଗୁଡା: ଗୁରୁବାର ଦୁଇ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଏମାନେ ହେଲେ ଜଗତତ୍ସିଂହପୁରର ବିକ୍ରମ ବିସ୍ୱାଳ (35) ଏବଂ ଧନକାନାଲର ଅଜୟ ବେହେରା (46)…
Read More » -
?????
ଦୁଇ ସାଇବର ଲୁଟେରାଙ୍କୁ ବାନ୍ଧିଲା ଝାରସୁଗୁଡା ପୁଲିସ
ଝାରସୁଗୁଡା: ପୁଲିସ କବଜାରେ ଦୁଇ ସାଇବର ଲୁଟେରା। ଝାଡଖଣ୍ଡର ଜମତରା ସାଇବର ଲୁଟେରାଙ୍କୁ ସହଯୋଗ କରିବା ଅଭିଯୋଗରେ ଝାରସୁଗୁଡା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି…
Read More » -
?????
ବର୍ଷା ଅଭାବ, ଇନ୍ଦ୍ରଙ୍କୁ ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା: ଇନ୍ଦ୍ର ଦେବତାଙ୍କୁ ପୂଜା କରିଛନ୍ତି କିର୍ମିରା ବ୍ଲକ୍ ଠାକୁରପଡ଼ା ଗାଁର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ବର୍ଷା ଅଭାବ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏପରି ପୂଜାର୍ଚ୍ଚନା…
Read More »