?????

ବାପ ଓ ପୁଅ ଜିତିଲେ ସ୍ୱର୍ଣ୍ଣ ପଦକ

ଝାରସୁଗୁଡା: ଶୁଟିଂରେ ବାପ ପୁଅ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଭୁବନେଶ୍ୱର କଳିଙ୍ଗ ଷ୍ଚାଡିୟମରେ ଆୟୋଜିତ ହୋଇଥିବା 10ମ ଶୁଟି ଚାମ୍ପିଅନଶିପରେ ବାପ, ପୁଅଙ୍କୁ ଏହି ପୁରସ୍କାର ମିଳିଛି । ସେପ୍ଚେମ୍ୱର 17ରେ ଆୟୋଜିତ ହୋଇଥିବା ଏହି ମ୍ୟାଚରେ ଆୟୁଷମାନ ନାଇକ .22 ରାଇଫଲର 50 ମିଟର ପ୍ରୋନ ଇଭେଣ୍ଟରେ ସ୍ନର୍ଣ୍ଣ ଜିତିଥିବା ବେଳେ .177 ଏୟାର ରାଇଫଲର 10 ମିଟରରେ ରୌପ୍ୟ ପଦକ ଜିତିଥିବା ବେଳେ ସେହିପରି .25 ପିସ୍ତଲ ଇଭେଣ୍ଟରେ ଆୟୁଷମାନଙ୍କ ବାପା ଅତିଶ କୁମାର ନାଇକ .22 ରାଇଫଲର 50 ପ୍ରୋନ ଇଭେଣ୍ଟରେ ସ୍ନର୍ଣ୍ଣ ଜିତିଛନ୍ତି।

Related Articles

Leave a Reply

Back to top button
error: Content is protected !!