?????

ବିମଲେଶ ସିଂ ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘର ସାଧାରଣ ସଚିବ

ଝାରସୁଗୁଡା: ବିମଲେଶ ସିଂ ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘର ସାଧାରଣ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର ସରସ୍ୱତୀ ପୂଜା ଅବସରରେ ଏହି ଘୋଷଣା କରିଛି ସଂଘ । ସଭାପତି ପ୍ରକାଶ ରୟଙ୍କ ନେତୃତ୍ୱାଧୀନ କମିଟି ଏହି ନୂଆ କମିଟି ବାବଦରେ ଘୋଷଣା କରିଛି । ଏହି ସଂଘ ଜିଲ୍ଲାରେ ଅନେକ କଲ୍ୟାଣମୂଳକ କାର୍ଯ୍ୟରେ ଜଡିତ ରହିଛି ।

କମିଟିର ସଦସ୍ୟମାନେ ହେଲେ ପ୍ରକାଶ ରୟ, ନରେନ୍ଦ୍ର ମୋହନ ଝା, ସଚ୍ଚିଦାନନ୍ଦ ସିଂ, ତ୍ରିବେଣୀ ରୟ, ସୁନୀଲ ଯାଦବ, ରାଜେଶ ସିଂ, ଅରୁଣ ସିଂ, ରାମଦୟାଲ, ଲାଲ ମୋହନ, ବିରେନ୍ଦ୍ର ପ୍ରସାଦ, ରବିନ୍ଦ୍ର ସିଂ ଏବଂ ଅନ୍ୟମାନେ ରହିଛନ୍ତି।

Related Articles

Leave a Reply

Back to top button
error: Content is protected !!