-
?????
ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ, ଝାରସୁଗୁଡାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ଯୋଗୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗର ଉପକୂଳ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଉତ୍ତର ଓଡ଼ିଶାରେ…
Read More » -
?????
ବାତ୍ୟାର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି: ଏସଆରସି
ଭୁବନେଶ୍ୱର: ବାତ୍ୟା ଗୁଲାବର ପ୍ରଭାବରେ ସେମିତି କୌଣସି କ୍ଷୟକ୍ଷତି ହୋଇ ନାହିଁ। ପାଣିପାଗ ବିଭାଗ ବାତ୍ୟା ଗୁଲାବ ଦ୍ୱାରା ଯେତିକି କ୍ଷୟକ୍ଷତି ହେବ ବୋଲି ଏକ ଆନୁମାନିକ…
Read More » -
?????
ଝାରସୁଗୁଡାରେ ‘ଭାରତ ବନ୍ଦ’, ‘ଆଗକୁ ଆନ୍ଦୋଳନ ଜୋରଦାର ହେବ’
ଝାରସୁଗୁଡା: ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଝାରସୁଗୁଡାରେ ଆଜି ଦୋକାନ ବଜାର ବନ୍ଦ ରହିଥିଲା। ଆଜି ସକାଳ 6ଟାରୁ ଅପରାହ୍ନ 4ଟା ଯାଏ ସରକାରୀ ଅଫିସ…
Read More » -
?????
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ
ଝାରସୁଗୁଡା: କିର୍ମିରା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଂଚାୟତରେ ପଣ୍ଡିତ ଶ୍ରୀ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଝାରମୁଣ୍ଡା ପଂଚାୟତର ମାଲିବେଉଁରା ସ୍ଥିତ…
Read More » -
?????
କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବ ବାତ୍ୟା
ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଅବପାତ ବାତ୍ୟାର ରୂପ ନେଇପାରେ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଏହି ଗୁଲାୂବ ବାତ୍ୟା ଆଗାମୀ 12ଘଣ୍ଟାରେ ଗଭୀର ଅବପାତରେ ପରିଣତ…
Read More » -
?????
ଡାକ୍ତର ଥିଲେ ଏବେ ଆଇଏଏସ ହେବେ ଝାରସୁଗୁଡା ଝିଅ
ଝାରସୁଗୁଡା: କୁହାଯାଏ, ଆଜିର ଦିନରେ ଯଦି ମୋବାଇଲ ନେଟଓ୍ୱର୍କ ବା ଇଣ୍ଟରନେଟ ନାହିଁ ତାହେଲେ ମଣିଷ ଗୋଟିଏ ପାଦ ଆଗକୁ ବଢ଼ାଇବା କଷ୍ଟକର। କିନ୍ତୁ ଆଉ ଏକ…
Read More » -
?????
କାର ମେକାନିକଙ୍କ ପୁଅ ସିଏ ଟପ୍ପର
ଝାରସୁଗୁଡା: କାର ମେକାନିକ ସୟଦ ଅବଦୁଲ ଗଫରଙ୍କ ପୁଅ ସୟଦ ମହମ୍ମଦ ଇଜାଜ ଚାଟାର୍ଡ ଆକାଉଣ୍ଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଝାରସୁଗୁଡା ବେହେରମାଲ ସ୍ଥିତ କିଷାନ…
Read More » -
?????
ଝାରସୁଗୁଡ଼ାରେ ଆଇପିଏଲ୍ ବେଟିଂ : ଦୁଇ ଗିରଫ, 6 ଲକ୍ଷ ଟଙ୍କା ଜବତ
ଝାରସୁଗୁଡା: ଆଇପିଏଲ ବେଟିଂ ଚାଲିଥିବା ବେଳେ ପୁଲିସ ରେଡ୍ କରି ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିଲ ରେଡ୍ କରି ନଗଦ 6 ଲକ୍ଷ 80…
Read More » -
?????
ନକଲି ମାଓବାଦୀ ଗିରଫ
ଝାରସୁଗୁଡା: ବଡମାଲ ପୁଲିସ ଜଣେ ନକଲି ମାଓବାଦୀକୁ ଗିରଫ କରିଛି । ପେଶାରେ ଇଲେକ୍ରିଟିଆନ ଥିବା ଏହି ବ୍ୟକ୍ତି ଜଣଙ୍କ ନକଲି ମାଓବାଦା ସାଜି ଏକ ଘରୋଇ…
Read More » -
?????
ମହିଳା ଏବଂ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାରେ ଟୁଇଷ୍ଟ, ନିଖୋଜ ଅଭିଯୁକ୍ତ ସ୍ୱାମୀ ବି ମୃତ
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ବୁଧବାର ମା ଓ ଦୁଇ ନାବାଳିକା ଝିଅଙ୍କ ମୃତ୍ୟୁ ଘଟିଥିଲା । ଏହି ତିନି…
Read More »