-
?????
ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ: ପ୍ରତାପ ଜେନା
ଭୁବନେଶ୍ୱର: ପଞ୍ଚାୟତ ସୀମା ପୁନଃ ନିର୍ମାଣ କାମ ଶେଷ ହୋଇଯାଇଛି। ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତେଣୁ ପଞ୍ଚାୟତ ନିର୍ବାଚନ…
Read More » -
?????
ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ…
Read More » -
?????
ରାଜ୍ୟ ସରକାର ଜାରି କଲେ ପୂଜା ଗାଇଡ୍ ଲାଇନ୍
ଭୁବନେଶ୍ୱର: ରାଜ୍ୟରେ ଖୋର୍ଦ୍ଦା, କଟକକେ ମୁଖ୍ୟତଃ କରୋନା ସଂକ୍ରମିତ ଅଧିକ ସକ୍ରିୟ ରହିଛି ହେଲେ ବାକି ଜିଲ୍ଲାରେ ସ୍ଥିତି କମ୍ ରହିଛି। ଏହାକୁ ଦେଖି ଆଗକୁ ଆସୁଥିବା…
Read More » -
?????
ଆଇଆଇଏମ୍ ସମ୍ୱଲପୁର ସହିତ ହାତ ମିଳାଇଲା ଫ୍ଲିପକାର୍ଟ, ବଢ଼ିବ ଓଡ଼ିଶା ହ୍ୟାଣ୍ଡଲୁମର ଚାହିଦା
ଭୁବନେଶ୍ୱର: ଶନିବାର ଇ କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବଂ ଆଇଆଇଏମ୍ ସମ୍ବଲପୁର ଏକ ବଡ଼ ଘୋଷଣା କରିଛନ୍ତି। ଯାହାକି ଛୋଟିଆ ବ୍ୟବସାୟ, କାରିଗର ଏବଂ ହସ୍ତତନ୍ତ ବୁଣାକାରଙ୍କୁ…
Read More » -
?????
ଭାରତ ପାଇଁ ସୁନା ଆଣିଲେ ସୁନାପୁଅ ନିରଜ
ଟୋକିଓ: ଅଲିମ୍ପିକ୍ସରେ ପୁଣି ଭାରତ ହାତେଇଛି ଆଉ ଦୁଇଟି ପଦକ। ଆଜି (ଶନିବାର) ଟୋକିଓରେ ସ୍ୱର୍ଣ୍ଣ (ଗୋଲ୍ଡ ମେଡାଲ) ପଦକ ଜିଣିଛନ୍ତି ଆଥେଲେଟର ନିରଜ ଚୋପ୍ରା। ଟୋକିଓ…
Read More » -
?????
କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ!
ସମ୍ୱଲପୁର: ଜିଲ୍ଲାର ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରରେ ଜଣେ ଚାଷୀ ଚାଷରେ କ୍ଷତି ଏବଂ ଋଣ ଭାର ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ କୈବଲ୍ୟ ରୋହିଦାସ…
Read More » -
?????
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ଅଫିସ ସ୍ଥାନାନ୍ତର ଦାବି, ବିଜେପି କରିବ ରାଜଭବନ ଘେରାଉ
ଭୁବନେଶ୍ୱର: 10ଟି ଜିଲ୍ଲା ଏବଂ ଗୋଟିଏ ସବ ଡିଭିଜନକୁ ନେଇ 1998ରେ ଗଠିତ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ। ହେଲେ 23 ବର୍ଷ ପରେ ବି…
Read More » -
?????
ହକିରେ ଭାରତକୁ ବ୍ରୋଞ୍ଚ: ବୁର୍ଜ ଖଲିଫା ସାମ୍ନାରେ ଓଡ଼ିଆ ପାଳିଲେ ବିଜୟ ଉତ୍ସବ
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସିରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଛି। ଦୀର୍ଘ 41 ବର୍ଷ ପରେ ଅଲିମ୍ପିକ୍ସରେ ଭାରତର ଏହି ସଫଳତାକୁ ସମସ୍ତେ ସ୍ୱାଗତ କରିବା ସହିତ…
Read More » -
?????
ଅଲିମ୍ପିକ୍ସି: ହକିରେ ଭାରତକୁ ବ୍ରୋଞ୍ଜ, ପାନପୋଷରେ ସେଲିବ୍ରେସନ; ଅମିତ୍ ରୋହିଦାସଙ୍କୁ ପ୍ରଶଂସା
ରାଉରକେଲା: ଟୋକିଓ ଅଲିମ୍ପିକ୍ସିରେ ଭାରତ ଦୀର୍ଘ 41 ବର୍ଷ ପରେ ପଦକ ବିଜୟୀ ହୋଇଛି। ଜର୍ମାନୀକୁ ହରାଇ ଭାରତ ବ୍ରୋଞ୍ଜ ଜିତିଛି। ଭାରତୀୟ ପୁରୁଷ ହକି ଟିମ୍…
Read More » -
?????
ଅଗଷ୍ଟ 16ରୁ ସ୍କୁଲକୁ ଯିବେ ନବମ ଶ୍ରେଣୀ ବିଦ୍ୟାର୍ଥୀ
ଭୁବନେଶ୍ୱର: ଅଗଷ୍ଟ 16 ପାଖରୁ ସ୍କୁଲକୁ ଯିବେ ନବମ ଶ୍ରେଣୀ ବିଦ୍ୟାର୍ଥୀ। ଏ ନେଇ ଆଜି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ସରକାରୀ, ଘରୋଇ…
Read More »