-
?????
ଏଣିକି ଭୋଟରଙ୍କ ଦ୍ୱାରା ଅଧ୍ୟକ୍ଷ ଏବଂ ମେୟର ନିର୍ବାଚିତ ହେବେ
ଭୁବନେଶ୍ୱର: ଏଣିକି ବିଜ୍ଞାପତି ପରିଷଦ ଅଞ୍ଚଳର ଅଧ୍ୟକ୍ଷ ପଦ ଏବଂ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ବିଭିନ୍ନ ସମୟରେ ଏହି ପଦ…
Read More » -
?????
ବଲିଉଡ ହିରୋଙ୍କୁ ଭେଟିବାକୁ ଘରୁ ଲୁଚି ପଳାଇଥିବା ଛାତ୍ର ମୁମ୍ୱାଇରୁ ଉଦ୍ଧାର
ସୁନ୍ଦରଗଡ଼:ସିନେ ପରଦାରେ ଦେଖୁଥିବା କଳାକାରଙ୍କୁ ପ୍ରାୟତଃ କେହି କେହି ସାମ୍ନାସାମ୍ନୀ ଭେଟିବା ପାଇଁ ଅନେକ ଇଚ୍ଛା ରଖିଥାନ୍ତି। ଏଭଳି କିଛି ଆଶା ରଖି ସୁନ୍ଦରଗଡ଼ର ଜଣେ ସ୍କୁଲ…
Read More » -
?????
ଜିଲ୍ଲାରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ
ଝାରସୁଗୁଡା: ଆଗକୁ ପୌର ଏବଂ ପଞ୍ଚାୟତ ନିର୍ବାଚନ। ଏହା ପୂର୍ବରୁ ଜିଲ୍ଲାରେ ସାଂଗଠନିକ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ବିଜେଡି ପ୍ରସ୍ତୁତି ଚଳାଇଛି। 2017ରେ ପଞ୍ଚାୟତ ନିର୍ବାଚନ…
Read More » -
?????
24ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମରୁଡି ହେବ କି?
ଭୁବନେଶ୍ୱର: ଚଳିତଥର ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଜୁନ୍ ଆରମ୍ଭରୁ ଅଗଷ୍ଟ ଯାଏ ହୋଇଥିବା ବର୍ଷାର ପରିମାଣକୁ ଦେଖିଲେ ଏବେ 24ଟି…
Read More » -
?????
ମଣିଷ କାମୁଡି ଦେବାରୁ ସାପର ମୃତ୍ୟୁ
ଯାଜପୁର: ସାପ କାମୁଡି ଦେଲା ବୋଲି ଯାଜପୁର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତି ସେହି ସାପକୁ କାମୁଡ଼ି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଜିଲ୍ଲାର ଶାଲିଜଙ୍ଗା ପଞ୍ଚାୟତର…
Read More » -
?????
ପଶ୍ଚିମ ଓଡ଼ିଶାରେ ତିଆରି ହେବ ରାଜ୍ୟର ତୃତୀୟ କ୍ୟାନସର ହସ୍ପିଟାଲ
ବରଗଡ଼: ପୂରଣ ହେଲା ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ବରଗଡ଼ବାସୀଙ୍କ ସ୍ୱପ୍ନ। ଦୀର୍ଘ ଦିନ ଧରି ଜିଲ୍ଲାରେ କ୍ୟାନସର ହସ୍ପିଟାଲ ତିଆରି ନେଇ ଯେଉଁ ତର୍କ ବିତର୍କ…
Read More » -
?????
ଇନଡୋର ଷ୍ଟାଡିୟମ ପ୍ରକଳ୍ପ ପାଇଁ କେଉଁଠୁ ପଇସା ଆଣିଲ?
ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର 89ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରକଳ୍ପ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛି ବିଜେପି।…
Read More » -
?????
ଚାରି ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଲିମ୍ପିକ୍ସରେ ଭାଗ ନେଇଥିବା ଚାରି ଓଡ଼ିଆ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଷ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ…
Read More » -
?????
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ଅଫିସ ସ୍ଥାନାନ୍ତର ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ ଅଫିସ ସ୍ଥାନାନ୍ତର ଦାବି କରି ବିଜେପି ମଙ୍ଗଳବାର ରାଜ୍ୟପାଳ ଗଣେଶୀ ଲାଲଙ୍କ ପାଖରେ ଦ୍ୱାରସ୍ଥ ହୋଇଛି। ରାଜ୍ୟ ବିଜେପି…
Read More » -
?????
ସ୍ୱାଧୀନତା ଦିବସରେ କିଏ ଓ କେଉଁଠି ପତାକା ଉତ୍ତୋଳନ କରିବେ?
ଭୁବନେଶ୍ୱର: ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ ଏବଂ ଜିଲ୍ଲାପାଳ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ବିଜ୍ଞପ୍ତି ଜାରି ହୋଇଛି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More »