-
?????
ସେପ୍ଟେମ୍ୱର ଗାଇଡଲାଇନ: ଏଥର ବାହାଘରରେ ନାଚିହେବ,
ଭୁବନେଶ୍ୱର: ସେପ୍ଟେମ୍ୱର ମାସ ପାଇଁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଅନଲକ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ବିବାହ ଏବଂ ଅନ୍ତେଷ୍ଟି କ୍ରିୟାରେ…
Read More » -
?????
ସେପ୍ଟେମ୍ୱର 11ରେ ଲାଗିହେବ ନବାନ୍ନ, ସମୟ କ’ଣ ରହିଛି ଜାଣନ୍ତୁ
ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସେପ୍ଟେମ୍ୱର 11 ତାରିଖ ଦିନ ଏହି ଗଣପର୍ବ ପାଳିତ ହେବ ବୋଲି ଆଜି ବସିଥିବା…
Read More » -
?????
ଉଦ୍ଘାଟନୀ ସମାରୋହରେ ବିଜେଡି-ବିଜେପି ସମର୍ଥକଙ୍କ ମଧ୍ୟରେ ଧସ୍ତା-ଧସ୍ତି
ସୁନ୍ଦରଗଡ଼: ବାର୍ଷିକ 10 ହଜାର ଟନ ଉତ୍ପାଦନ ଵିଶିଷ୍ଟ ଓପିଜିସି ମନୋହରପୁର କୋଇଲା ଖଣି ପ୍ରକଳ୍ପରୁ ଝାରସୁଗୁଡ଼ା ବନହରପାଲି ଇବ୍ ତାପଜ ଵିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନର…
Read More » -
?????
ମଙ୍ଗଳବାର ନୂଆଁଖାଇ ପାଇଁ ଲଗ୍ନ ବାହାରିବ
ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପରଦିନ ନୂଆଁଖାଇ ଲଗ୍ନ ବାହାରିଥାଏ। ଆଜି ଜନ୍ମାଷ୍ଟମୀ ହୋଇଥିବାରୁ ଆସନ୍ତାକାଲି ନୁଆଁଖାଇ ଲଗ୍ନ ବାହାରିବ ବୋଲି…
Read More » -
?????
ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଦୁଇ ଗିରଫ
ସମ୍ୱଲପୁର: କାମ ଦେଲାନି ଚାଲାକି। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଏନିସିବି ରେଡ୍ କରି ଜବତ କରିଛି। ଆନ୍ଧ୍ରପ୍ରଦେଶର ବିଜୟନଗରମର ସାଲୁରରୁ ରାଉରକେଲାକୁ ଗଞ୍ଜେଇ ଚୋରାଚାଲାଣ…
Read More » -
?????
ଆଜିଠୁ ପୁଲିସ ଏଫଆଇଆରରେ ବ୍ୟବହୃତ ହେଲା ନୂଆ ଫଣ୍ଟ ସାଇଜ୍
କଟକ: ଆଜିଠାରୁ ସାରା ଓଡ଼ିଶାରେ ଏଫଆଇଆର, ଚାର୍ଜଶିଟ୍ ଏବଂ ଅନ୍ୟାନ୍ୟ ପୁଲିସ କାମରେ ଟାଇପିଂ ବେଳେ ବ୍ୟବହୃତ ହେବ 12 ପଏଣ୍ଟ ଫଣ୍ଟ ସାଇଜ୍ ଏବଂ 1.5…
Read More » -
?????
ପ୍ରକଳ୍ପକୁ ବିରୋଧ, ଜନ ଶୁଣାଣିକୁ ବୟକଟ କଲେ ଲଖନପୁର ଗ୍ରାମବାସୀ
ଝାରସୁଗୁଡା: ଲଖନପୁରରେ ଜିଲ୍ଲା ପ୍ରଶାସନ ଏବଂ ରାମକୀ କମ୍ପାନୀ ତିଆରି ହେବାକୁ ଥିବା ଏକ ପ୍ରକଳ୍ପକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ପ୍ରକଳ୍ପ ତିଆରି ହେଲେ ଲୋକମାନେ…
Read More » -
?????
ସ୍ୱର୍ଗତ ପରିବେଶବିତ ଧ୍ରୁବ ନାୟକଙ୍କ ନାମରେ ନାମିତ ହେଲା ସହରରେ ତିଆରି ହୋଇଥିବା ଜଙ୍ଗଲ
ଝାରସୁଗୁଡା: ଜୁନ ମାସରେ ହତ୍ୟାର ଶିକାର ହୋଇଥିବା ପରିବେଶବିତ୍ ସ୍ୱର୍ଗତ ଡକ୍ଚର ଧ୍ରୁବରାଜ ନାୟକଙ୍କ ନାମରେ ନାମିତ ହେଲା ଜିଲ୍ଲାର ଏକ ସହରୀ ଜଙ୍ଗଲ। ଝାରସୁଗୁଡା ଜଙ୍ଗଲ…
Read More » -
?????
ମରୁଡି ସମସ୍ୟା, ଚାଷୀଙ୍କ ସହ ଆଲୋଚନା କଲା ବିଜେପି ଟିମ୍
ଝାରସୁଗୁଡା: ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମରୁଡି ସମସ୍ୟା ଦେଖା ଦେଇଛି। ଯେଉଁ ସବୁ ଜିଲ୍ଲାରେ ଏପରି ସମସ୍ୟା ରହିଛି ସେଥିମଧ୍ୟରେ…
Read More » -
?????
ଝାରସୁଗୁଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସମ୍ମାନୀତ
ଝାରସୁଗୁଡା: ଝାରସୁଗୁଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବୈଜ୍ଞାନିକ ଡାକ୍ତର ଜ୍ୟୋତିର୍ମୟ ଉଦଗାତା ପୁରସ୍କୃତ ହୋଇଛନ୍ତି। ଅଗଷ୍ଚ 24ରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା…
Read More »