-
?????
୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍ଏଚ୍ଏସ) ଗ୍ରୁପ-ଏ…
Read More » -
?????
‘ସହରରେ ରହୁଥିବା ଗରିବଙ୍କ ଆୟୁଷ ଧନୀଙ୍କ ତୁଳନାରେ କମ୍’
ନୂଆଦିଲ୍ଲୀ: ଦ୍ରୁତ ସହରୀକରଣ ହେତୁ ସହରାଞ୍ଚଳର ଗରିବଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଆଶା କରାଯାଉଛି । କାରଣ ରୋଜଗାର ପାଇଁ ରାଜଧାନୀ କିମ୍ବା ଜିଲ୍ଲାର ମୁଖ୍ୟ…
Read More » -
?????
୨୬ରୁ ଥରିବ ଝାରସୁଗୁଡା ସମେତ ଅନେକ ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ ଏବେ ପାଗ ମେଘୁଆ ଓ କୋହଲା ରହିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା…
Read More » -
?????
ଏମିତି ପୁଅ କାହାକୁ ନମିଳୁ, ଅଣ୍ଡା ତରକାରୀ ପାଇଁ ମାକୁ ହତ୍ୟା !
ଝାରସୁଗୁଡା: ଜନ୍ମ କଲା ପୁଅ ସାଜିଲା ହତ୍ୟାକାରୀ । ଦାବି ମୁତାବକ ଅଣ୍ଡା ତରକାରୀ ନହେବାରୁ ମାକୁ ହତ୍ୟା କରିଛି ପୁଅ । ଏହି ଖବର ପଢିଲେ…
Read More » -
?????
ସଂରକ୍ଷଣକୁ ନେଇ ହାଇକୋର୍ଟରେ ଫସିଲା ପେଞ୍ଚ
କଟକ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗାଁ ଗାଁରେ ଏହାକୁ ନେଇ ନିର୍ବାଚନୀ ତାତି ଉଷ୍ମ ହୋଇଛି। କିନ୍ତୁ ସରକାର ପଞ୍ଚାୟତ…
Read More » -
?????
‘ମୋଦୀ ସରକାର ପାଇଁ ଝାରସୁଗୁଡା ଯୋଡି ହୋଇଛି ଅନ୍ୟ ରାଜ୍ୟ ସହିତ’
ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଉଡାଣ ଦିବସ ପାଳନ କରାଯାଇଛି। ଏହି ସମାରୋହରେ ସାମିଲ…
Read More » -
?????
ରଦ୍ଦ ହେଲା ତିନି କୃଷି ଆଇନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର 2020ରେ ପାରିତ ହୋଇଥିବା ତିନି କୃଷି ଆଇନକୁ…
Read More » -
?????
ଓବିସି ସଂରକ୍ଷଣକୁ ନେଇ ଅଡ଼ୁଆରେ ଶାସକ ଦଳ, ପଦାରେ ପଡିଲା ଦୋମୁହାଁ ନୀତି
ଭୁବନେଶ୍ୱର: ଆଗକୁ ପଂଚାୟତ ନର୍ବାଚନ । ଏହା ପୂର୍ବରୁ ସମସ୍ତ ପ୍ରକାର ପାଗ ଭିଡା ଚାଲିଛି । ଏହାରି ଭିତରେ ସରକାର ସଂରକ୍ଷଣକୁ ନେଇ ଯେଉଁ ସୂଚନା…
Read More » -
?????
୨୦୨୨ରେ ରାଜ୍ୟ ସରକାରୀ କର୍ମଚାରୀ କେତୋଟି ଛୁଟି ପାଇବେ?
ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୨ ମସିହା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ…
Read More » -
?????
ପୁଣି ଥରେ କେବିସିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କଲେ ଅମିତାଭ ବଚ୍ଚନ
ମୁମ୍ବାଇ: ପୁଣିଥରେ ‘କୌନ ବନେଗା କରୋଡ ପତି’ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ହୋଇଛି । ଏହା ପୂର୍ବରୁ ଅକ୍ଟୋବର ଆରମ୍ଭରେ କେବିସିରେ ଏକ ଏପିଶୋଡରେ…
Read More »