-
?????
ବୋର୍ଡ ନିର୍ଦ୍ଦେଶକ ଭାବରେ ବୈଠକରେ ସାମିଲ ହେଲେ ଟଙ୍କଧର ତ୍ରିପାଠୀ
ନୂଆଦିଲ୍ଲୀ: ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ବୋର୍ଡ ବୈଠକରେ ସାମିଲ ହୋଇଛନ୍ତି…
Read More » -
?????
ପଖାଳରେ ରହିଛି ରୋଗ ପ୍ରତିରୋଧ ଶକ୍ତି: ଖବର ଠିକ୍ ତ?
ଭୁୁବନେଶ୍ୱର: କରୋନା ସେହିମାନଙ୍କୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଯେଉଁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ । କରୋନାର ଦୁଇଟି ଲହର ସମୟରେ ଏହାର…
Read More » -
?????
ସ୍କୁଲରେ ପାଠ ପଢ଼ାର ମାନ କମୁଛି କି?
ଭୁବନେଶ୍ୱର: ସ୍କୁଲରେ ଶିକ୍ଷାର ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ହେବାକୁ ହେଲେ ଜଣଙ୍କୁ ଅନେକ ପରୀକ୍ଷା…
Read More » -
?????
ଦିନ କେଇଟାରେ ବଦଳିଗଲେ କି ସାଂସଦ ସୁରେଶ ପୂଜାରୀ ?
ଝାରସୁଗୁଡା: ମମିତା ମେହେର ହତ୍ୟା ପ୍ରସଙ୍ଗରେ ଶାସକ ଦଳର ନେତା ଏବଂ ମନ୍ତ୍ରୀଙ୍କୁ ଯେଉଁଠି ପାରୁଛି ସେଇଠି ବିଜେପି ଏବଂ କଂଗ୍ରେସ ଅଣ୍ଡା ମାଡ ସହିତ କଳା…
Read More » -
?????
ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଜାଣନ୍ତୁ କଣ ରହିଛି ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟର ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ଏହି ସମୟରେ ସମସ୍ତ ଭୋଟର ନିଜ ନିଜର ନାଁ ଓ ଏପିକି ଆଇଡି ଚେକ…
Read More » -
?????
କୋଭିଡ ଟିକାକରଣରେ ଓଡ଼ିଶା ଆଗୁଆ, ଅପଚୟରେ ଦେଶରେ ସର୍ବନମ୍ନ
ଭୁବନେଶ୍ୱର: କୋଭିଡ ଟିକାକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟଭାବେ ଅଭିଯାନ ଜାରି ରଖିଛି । ଜାତୀୟ ଟିକାକରଣ ହାରଠାରୁ ରାଜ୍ୟ ଆଗୁଆ ଅଛି ଏବଂ ଟିକା ଡୋଜରେ…
Read More » -
?????
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ ବେଳେ ସୁରେଶ ପୂଜାରୀ ଉପସ୍ଥିତ, ବର୍ଷିଲେ ସୁର ରାଉତ ରାୟ
ଝାରସୁଗୁଡା: ସୋମବାର ବିଜୁ ସ୍ୱାସ୍ଥ୍ୟ କାର୍ଡର ବଣ୍ଟାଯାଇଛି । ରାଜ୍ୟ ସରକାର ଏହି କାର୍ଡ ବାଣ୍ଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ…
Read More » -
?????
ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ଯୋଗାଇ ଦିଆଯିବ ଜମି: ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: 70 ବର୍ଷ ତଳେ ହୀରାକୁଦ ନଦୀବନ୍ଧ ତିଆରି ହୋଇଥିଲା। ଏହି ସମୟରେ ଅନେକ ଗାଁ ଜଳ ସମାଧି ନେଇଥିଲେ। ଅନେକ ପରିବାର ଜମି, ଘର ଆଦି…
Read More » -
?????
ଝାରସୁଗୁଡା ଝିଅ ଅଗରତାଲାରେ ଅଟକ
ଅଗରତାଲା: ଦୁଇ ଜଣ ସାମ୍ୱାଦିକ ତ୍ରିପୁରାରେ ଅଟକ । ଏଥିମଧ୍ୟରୁ ଜଣେ ଝାରସୁଗୁଡାର ହୋଇଥିବାବେଳେ ଆଉ ଜଣେ ପଶ୍ଚିମ ଦିଲ୍ଲୀସ୍ଥିତ ରୋହିଣୀର ବୋଲି ଜଣାପଡିଛି । ଝାରସୁଗୁଡା…
Read More » -
?????
ବିଶ୍ୱ ମଧୁମେହ ଦିବସ ପାଳିତ
ଝାରସୁଗୁଡା: ଜିଲ୍ଲାର ଲାୟନ୍ସ କ୍ଲବ ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ନଭେମ୍ବର 14 ତାରିଖ ଦିନ ଯଜ୍ଞସେନା ହସ୍ପିଟାଲରେ ଏହି ଦିବସ ପାଳିତ…
Read More »