-
?????
କେତେ ଭୟଙ୍କର ହୋଇପାରେ କରୋନାର ଓମିକ୍ରନ ଭାଇରସ? କେମିତି ସୁରକ୍ଷିତ ରହିବେ?
ନୂଆଦିଲ୍ଲୀ: ଗତ କିଛି ଦିନ ହେବ କରୋନାର ‘ଓମିକ୍ରନ୍’ ଭାରିଆଣ୍ଟ ଉପରେ ଅନେକ ଆଲୋଚନା ଚାଲିଛି। ଏହା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ପ୍ରଦାନ…
Read More » -
?????
ଏଥର କିନ୍ତୁ ମୋବାଇଲ ଚୋରି କରି ଖସିପାରିଲାନି ଆଜାଦ୍
ଝାରସୁଗୁଡା: ମୋବାଇଲ ଚୋରି ଅଭିଯୋଗରେ ଯୁବକ ଗିରଫ । ଅଭିଯୁକ୍ତ ଜଣଙ୍କ ସୁନ୍ଦରଗଡ ତାଳସରା ଅଂଚଳର 24 ବର୍ଷୀୟ ମହମ୍ମଦ ଆଜାଦ୍ । ଗିରଫ ପରେ ଅଭିଯୁକ୍ତ…
Read More » -
?????
୪ ସକାଳୁ ୧୦୦ ଉପରେ ପବନ !
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୁପାନ୍ତରୀତ ହୋଇଛି। ଏହାର ପ୍ରଭାବରେ ୨ ତାରିଖ ମଧ୍ୟ ରାତ୍ରରୁ…
Read More » -
?????
ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ‘ଜଓ୍ୱାଦ’
ଭୁବନେଶ୍ୱର: ଆଣ୍ଡାମାନ ପାଖରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେଇଛି। ଏବେ ଏହା ଗୋପାଳପୁର ଠାରୁ ୧୦୨୦ କିଲୋମିଟର ଦୂରରେ ଥିବା ବେଳେ…
Read More » -
?????
ସତର୍କ କରାଇଲା ‘ହୁ’; ଓମିକ୍ରନ୍ ବିଶ୍ୱ ପାଇଁ ବିପଜ୍ଜନକ
ନୂଆଦିଲ୍ଲୀ: କରୋନା ଭୂତାଣୁର ବିପଜ୍ଜନକ ପ୍ରଜାତି ‘ଓମିକ୍ରନ’କୁ ନେଇ ସତର୍କ କରାଇଚଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ବର୍ତ୍ତମାନ ସୁଦ୍ଧା ଏହା ୧୬ଟି ଦେଶକୁ ବ୍ୟାପିଲାଣି । ସେହି…
Read More » -
୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା, ଝାରସୁଗୁଡା ଉପରେ ନାହିଁ ସେତେଟା ପ୍ରଭାବ
ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଁଚିଲା ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହି ବାତ୍ୟା ଗତିକରି ୨ତାରିଖରେ ଅବପତାର ରୂପ ନେବ ବୋଲି ଜଣାପଡିଛି। ଅବପାତ…
Read More » -
?????
ବିମାନବନ୍ଦରରେ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ଭାରିଏଣ୍ଟ୍ ଚିହ୍ନଟ ହୋଇ ନଥିଲେ ମଧ୍ୟ ସରକାର ଏବେଠୁ ସତର୍କ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ବିପଦକୁ ନେଇ ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ…
Read More » -
?????
୧୪ ରାଜ୍ୟରେ ୩୦% ମହିଳା ସ୍ୱାମୀଙ୍କ ନିର୍ଯାତନାର ଶିକାର !
ନୂଆଦିଲ୍ଲୀ: ମହିଳାମାନେ ପୁରୁଷଙ୍କ ସମକକ୍ଷ। ସେମାନେ କେବଳ ଘର କୋଣରେ ଓଢ଼ଣା ତଳେ ବସିବାକୁ ଜନ୍ମ ହୋଇ ନାହାନ୍ତି। ସେମାନେ କାହାର ଶାରୀରିକ ସୁଖ ଭୋଗ କରିବାର…
Read More » -
?????
ଶାସକ ଏବଂ ବିରୋଧୀ ପ୍ରସ୍ତୁତ: ଗୃହ କମ୍ପିବ ନା ବିତର୍କ ହେବ?
ଭୁବନେଶ୍ୱର: ଡିସେମ୍ବର ଏକରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଶାସକ ଏବଂ ବିରୋଧୀ ପ୍ରସଙ୍ଗ କରି ପରସ୍ପରକୁ ଘେରିବାକୁ ପ୍ରସ୍ତୁତ ।…
Read More » -
?????
ଥଣ୍ଡା, ଜ୍ୱର ହେଲେ କରୋନା ଟେଷ୍ଟ କରାଇବା ଠିକ୍ ହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଲକ୍ଷଣ ବଦଳାଉଛି କରୋନା। ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ…
Read More »