?????

ଓ୍ୱାର୍ଡ ନମ୍ବର 7 ପାଇଁ ନାମାଙ୍କନ ଭରିଲେ ସୋନୀ ଦେବୀ

ଝାରସୁଗୁଡା: ଝାରୁସୁଗୁଡା ପୌରପାଳିକାର ଓ୍ୱାର୍ଡ ନମ୍ବର 7 ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଶ୍ରୀମତୀ ସୋନି ଦେବୀ । ଓ୍ୱାର୍ଡ ନମ୍ବର 7ର ବାସିନ୍ଦା ଅରବିନ୍ଦ ପାଠକଙ୍କ ପତ୍ନୀ ହେଉଛନ୍ତି ସୋନୀ ଦେବୀ। ରବିବାର ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ଅନ୍ୟ ସମର୍ଥକଙ୍କ ଉପସ୍ଥିତିରେ ଶ୍ରୀମତି ସୋନୀ ଦେବୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!