-
?????
ଅକ୍ସିଜେନ କନସେନଟ୍ରେଟରସ ଦାନ କଲା ବାସୁ ଫାଉଣ୍ଡେସନ
ବ୍ରାଜରାଜନଗର: ବ୍ରଜରାଜନଗର ବାସିନ୍ଦାଙ୍କ ପାଇଁ 8 ଅକ୍ସିଜେନ କନସେନଟ୍ରେଟରସ ଦାନ କରିଛି ମୁମ୍ୱାଇର ବାସୁ ଫାଉଣ୍ଡେସନ। ବ୍ରଜରାଜନଗର ପାଇଁ ଅକ୍ସିଜେନ କନସେନଟ୍ରେଟରସ ଆବଶ୍ୟକତା ରହିଥିବାରୁ ଜୟନ୍ତ ଦୀକ୍ଷିତଙ୍କ…
Read More » -
?????
ଅତିରିକ୍ତ 20ଟି ଆଇସିୟୁ, 40ଟି ଅକ୍ସିଜେନ ସେବାର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଝାରସୁଗୁଡା: ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର। ଆଗକୁ ତୃତୀୟ ଲହରର ସମ୍ଭାବନା ରହିଛି। ଏହା ପୂର୍ବରୁ ରାଜ୍ୟ ସରକାର ସଜାଗ। ତୃତୀୟ ଲହରର ଭୟାବହତାକୁ ଆକଳନ…
Read More » -
?????
ସ୍ୱାମୀ କରୋନାରେ ଆକ୍ରାନ୍ତ, ଚିକିତ୍ସା ପାଇଁ କାନି ପାତିଲେ ମୌସୁମୀ
ବାସୁଦେବପୁର: କରୋନା ଦେଖୁନି ବୟସ, ସ୍ଥାନ କାଳ ହେଲେ ଥିଲା ବାଲା ଯେନତେନ ପଇସା ଖର୍ଚ୍ଚ କରି ବଞ୍ଚି ଯାଉଛନ୍ତି ହେଲେ ପଇସାର ଅଭାବ ଥିଲେ ଚିକିତ୍ସା…
Read More » -
?????
44 କୋଟି ଟିକା କିଣିବାକୁ କେନ୍ଦ୍ର କଲା ଅର୍ଡର
ନୂଆଦିଲ୍ଲୀ: କେନ୍ଦ୍ର ସରକାରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 25 କୋଟି ଡୋଜ୍ କୋଭିଶିଲ୍ଡ କିଣିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅର୍ଡର ଦିଆଯାଇଥିବା ବେଳେ 19…
Read More » -
?????
ଭାରତରେ ପାଦ ରଖିଲେ କରୋନା ପଳାଇବ: ଦୁଷ୍କର୍ମକାରୀ ନିତ୍ୟାନନ୍ଦ
ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ ଦାବି କରିଛି ଯେ ସେ ଭାରତରେ ପାଦ ଦେବା ମାତ୍ରେ କରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। ସେ ଏକ…
Read More » -
?????
ତୃତୀୟ ଲହରରେ ଛୋଟ ଛୁଆ ସଂକ୍ରମିତ ହେବାର କୌଣସି ତଥ୍ୟ ନାହିଁ: ଗୁଲେରିଆ
ନୂଆଦିଲ୍ଲୀ: କୋଭିଡ ମହାମାରୀର ତୃତୀୟ ଲହରରେ ପିଲାମାନେ ଗୁରୁତର ହେବେ। ପିଲାମାନେ ଗୁରୁତର ଭାବରେ ସଂକ୍ରମିତ ହେବେ ବୋଲି ସେଭଳି କୌଣସି ତଥ୍ୟ ନାହିଁ। ଆଜି ଦିଲ୍ଲୀରେ…
Read More » -
?????
ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ଆଉ ଏକ ଲଘୁଚାପ ସୃଷ୍ଟ
ଭୁବନେଶ୍ୱର: ଜୁନ୍ ୧୧ ବେଳକୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ୧୦ରୁ ୧୪ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ…
Read More » -
?????
କେନ୍ଦ୍ରୀୟ ଟିକାକରଣ ନୀତିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକାକୁ ପ୍ରଶଂସା କରିଛନ୍ତି। ଅଣ ବିଜେପି ଦଳରୁ ନବୀନ…
Read More » -
?????
ବଜ୍ରପାତରେ ପ୍ରାଣହାନୀ, ପୀଡ଼ିତଙ୍କ ଲାଗି ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ…
Read More » -
?????
କାରଖାନାରେ ନିଆଁ ଲାଗି 17 ଜୀବନ୍ତ ଦଗ୍ଧ, 10ରୁ ଅଧିକ ଏବେ ବି ନିଖୋଜ
ପୁଣେ: ସୋମବାର ଅପରାହ୍ନରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଥିବା ଏକ ସାନିଟାଇଜର ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ 17 ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ…
Read More »