-
?????
କୋଭିଡ-19 ଟିକାକରଣ : ଭ୍ରାନ୍ତ ଧାରଣା ବନାମ ସତ୍ୟତା
ନୂଆଦିଲ୍ଲୀ: କେତେକ ଗଣମାଧ୍ୟମ ରିପୋର୍ଟରେ ଗମ୍ଭୀର ଏଇଏଫଆଇ (ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ପ୍ରଭାବ) ମାମଲାରେ ବୃଦ୍ଧି ବିଷୟରେ ଉଲ୍ଲେଖ କରାଯାଇଛି। ଏପରି ମାମଲାରେ ‘ଟିକାକରଣ ପରେ ରୋଗୀଙ୍କ…
Read More » -
?????
ନକଲି ଔଷଧ ଜବତ
ଝାରସୁଗୁଡା: ରବିବାର ଜିଲ୍ଲାର ଡ୍ରଗ୍ସ ଇନସପେକ୍ଟର ଦୁଇଟି ଔଷଧ ଦୋକାନରୁ ନକଲି ଔଷଧ ଜବତ କରିଛନ୍ତି। ଜବତ ହୋଇଥିିବା ଔଷଧ ମାକ୍ସ ରିଲିଫ୍ ହେଲଥ କେୟାରର। ଯାହାକି…
Read More » -
?????
ବାଇକକୁ ପିଟିଲା ଟ୍ରକ, ଚାଲିଗଲେ ଦୀନବନ୍ଧୁ
ଝାରସୁଗୁଡା: ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି। ସୋମବାର କୋଲାବିରା ଥାନା ଅନ୍ତର୍ଗତ ସନ୍ୟାସିପାଲି ଛକରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ 50…
Read More » -
?????
ଦେଶରେ କମୁଛି ସଂକ୍ରମଣ, ଏବେ ବି ଚିନ୍ତାଜନକ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କୋଭିଡ-19 ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ 24 ଘଣ୍ଟାରେ 70,421 ଜଣ ନୂଆ…
Read More » -
?????
6 ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର: ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରୁ ଛଅ ନମ୍ୱର ମାମଲାରେ ଜାମିନ୍ ପାଇଥିଲେ। ଏହାପରେ ଶନିବାର ସେ ଝାରପଡା ଜେଲରୁ ମୁକ୍ତ ହୋଇଛନ୍ତି। ଡିସେମ୍ବର 3ରେ…
Read More » -
?????
ନୋଏଡାରୁ ଗ୍ୱାଲିଅର ଲମ୍ୱିଛି ନକଲି ଔଷଧ ରାକେଟ୍, ମଧ୍ୟସ୍ଥି ସାଜିଛି କଟକ
ଭୁବନେଶ୍ୱର: ନକଲି ଔଷଧର ରାକେଟ ନୋଏଡାରୁ ଗ୍ନାଲିଅର ଲମ୍ୱିଛି। ଏଥିପାଇଁ କଟକର ପାଲଟିଛି ମାଧ୍ୟମ। ଏହି ନକଲି ଔଷଧର ତଦନ୍ତ କରିବା ପାଇଁ ଓଡ଼ିଶା ପୁଲିସ ଏବଂ…
Read More » -
?????
ସୁସ୍ଥତା ହାର ୯୫.୦୭%କୁ ବୃଦ୍ଧି, ଦୈନିକ ପଜିଟିଭିଟି ହାର ୪.୩୯%କୁ ହ୍ରାସ
ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସକାଳ ନଅଟାରେ ଜାରି କରିଥିବା କୋଭିଡ ରିପୋର୍ଟ ଅନୁଯାୟୀ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪,୩୩୨ ଜଣ…
Read More » -
?????
ବିଜେଡି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ
ଝାରସୁଗୁଡ଼ା: ବେଲପାହାଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଧାୟକ ଶ୍ରୀଯୁକ୍ତ କିଶୋର କୁମାର…
Read More » -
?????
ବ୍ରଜରାଜନଗର ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ
ଝାରସୁଗୁଡ଼ା: ଶନିବାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ କରକମଳରେ ଟି ଆର ଏଲ୍ କୋରାସାକି ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ଗୁମାଡେରା ଶିବ ମନ୍ଦିର ଠାରେ 17.60…
Read More » -
?????
ଚାରି ବର୍ଷ ପରେ ଦଳକୁ ଫେରିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରୟ
କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଏକ ବଡ଼ ଧରଣର ଝଟକା ଲାଗିଛି। ଟିଏମସିରେ ଯୋଗ ଦେଇଛନ୍ତି ବିଜେପି ବିଧାୟକ ମୁକୁଲ ରୟ। ଏହା ଟିଏମସିକୁ…
Read More »