-
?????
ସାଇବର ଠକେଇର ଶିକାର ବ୍ୟକ୍ତିଙ୍କ ପାଇଁ ହେଲ୍ପ ଲାଇନ ନମ୍ୱର ଜାରି
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସାଇବର ଠକେଇ ହେତୁ ଆର୍ଥିକ କ୍ଷତି ରୋକିବା ପାଇଁ ଜାତୀୟ ହେଲ୍ପଲାଇନ 155260 ଏବଂ ରିପୋର୍ଟ…
Read More » -
?????
ନକିଲ ଔଷଧ ଜବତ ଘଟଣା, ଏଫଆଇଆର ଦାଖଲ
କଟକ: କଟକ ଜିଲ୍ଲା ଡ୍ରଗ୍ ଇନ୍ସପେକ୍ଟର ଗୁରୁବାର ନକଲି ଔଷଧ ମାମଲାରେ ଏକ ଏତଲା ଦେଇଛନ୍ତି। ଜବତ ହୋଇଥିବା ନକଲି ଔଷଧ ଦୋକାନର ମାଲିକ ଶିବ ପ୍ରସନ୍ନ…
Read More » -
?????
ଭାରତୀୟ ବଂଶୋଦ୍ଭବ ନେଡେଲା ହେଲେ ମାଇକ୍ରୋସଫ୍ଟ ସିଇଓ
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ଏବେର ଆମେରିକୀୟ ନାଗରିକ ସତ୍ୟମ ନାଡେଲା ମାଇକ୍ରୋସଫ୍ଟ କମ୍ପାନୀର ଚେୟାରମ୍ୟାନ୍ ଭାବରେ ପଦୋନ୍ନତି ପାଇଛନ୍ତି। 53 ବର୍ଷୀୟ ଏହି ସୁନାମଧନ୍ୟ ବ୍ୟକ୍ତି ପୂର୍ବରୁ…
Read More » -
?????
ଭାରତରେ ସକ୍ରିୟ କରୋନା ମାମଲା ୮,୨୬,୭୪୦କୁ ହ୍ରାସ, ୭୧ ଦିନରେ ସର୍ବନିମ୍ନ
ନୂଆଦିଲ୍ଲୀ: ଦେଶରେ ଦୈନିକ ନୂଆ କରୋନା ମାମଲା ଭାରତରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଗତ ୨୪ ଘଣ୍ଟା (ବୁଧବାର ସକାଳ ୯ଟାରୁ ଗୁରୁବାର…
Read More » -
?????
ଗାଡ଼ି କାଗଜ ପତ୍ରର ବୈଧତା ବଢ଼ାଇଲା କେନ୍ଦ୍ର
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଗାଡ଼ିର ଫିଟ୍ନେସ୍, ସମସ୍ତ ପ୍ରକାର ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ ଓ ଅନ୍ୟାନ୍ୟ ସମ୍ପର୍କୀତ ନଥିପତ୍ର ଇତ୍ୟାଦିର…
Read More » -
?????
ଝାରସୁଗୁଡ଼ା ସମେତ ଏହି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଦୋକାନ ଖୋଲା ରହିବ
ଭୁବନେଶ୍ୱର: ରାଜ୍ୟର ଅନଲକ ନୁହେଁ ବରଂ ଲକଡାଉନ ନିୟମରେ ଆଂଶିକ କୋହଳ କରିଛନ୍ତି ସରକାର। କୋଭିଡ ପଜିଟିଭିଟି ହାରକୁ ଆଧାର କରି ରାଜ୍ୟ ସରକାର ଜିଲ୍ଲାଗୁଡ଼ିକୁ ଶ୍ରେଣୀଭୁକ୍ତ…
Read More » -
?????
ସାମାଜିକ କାମ ପାଇଁ ସମ୍ମାନୀତ ହେଲେ ମଧୁଲୀତା
ଝାରସୁଗୁଡ଼ା: ସମାଜସେବା କ୍ଷେତ୍ରରେ ସଫଳତା ପାଇଁ ସମ୍ମାନୀତ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଲାୟନ୍ସ କ୍ଲବର ସଭାପତି ମଧୁମୀତା ସୁଭନିଲ। ମ୍ୟାଜିକ ବୁକ୍ ଅଫ୍ ରେକର୍ଡ ମଧୁମୀତାଙ୍କୁ ବେଷ୍ଟ…
Read More » -
?????
ଆବଶ୍ୟକ ପ୍ରମାଣପତ୍ର ନଥିଲେ ଔଷଧ ବ୍ୟବସାୟ ମନା: ସଂଘ
ଝାରସଗୁଡା: ନିକଟରେ ଜିଲ୍ଲାର ଦୁଇ ଔଷଧ ଦୋକାନରୁ ନକଲି କମ୍ପାନୀର ଔଷଧ ଜବତ କରିଛନ୍ତି ଡ୍ରଗ୍ସ ଅଧିକାରୀ। ଏହାପରେ ସକ୍ରିୟ ହୋଇଛି ଝାରସୁଗୁଡା ଜିଲ୍ଲାର କେମିଷ୍ଟ ଏବଂ…
Read More » -
?????
ଏହି ସ୍ଥାନରେ ଲକଡାଉନ୍ ଆଉ ଦୁଇ ସପ୍ତାହ ବଢ଼ାଇବା ଦରକାର କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର: କୋଭିଡ ପଜିଟିଭ ହାର ଅଧିକ ଥିବା ଜିଲ୍ଲାମାନଙ୍କରେ ଲକଡାଉନ ନିୟମ କୋହଳ ହେବା ଠିକ୍ ହେବନି। ଆଉ ଦୁଇ ସପ୍ତାହ ସେହି ସ୍ଥାନରେ ଲକଡାଉନ ଏବଂ…
Read More » -
?????
ଆଉ ଟିକା ନେବା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଆବଶ୍ୟକ ନାହିଁ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ19 ଟୀକାକରଣ ପାଇଁ ଅନଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ। ଏଥିରେ ଦର୍ଶାଯାଇଛି ଯେ ଯେକୌଣସି ବୟସ୍କ ବ୍ୟକ୍ତି…
Read More »