ବିଜେଡି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

0
73

ଝାରସୁଗୁଡ଼ା: ବେଲପାହାଡ଼ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ଅବସରରେ ବ୍ରଜରାଜନଗର ବିଧାୟକ ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି, ଶ୍ରୀଯୁକ୍ତ ଶମ୍ଭୁ ମହାନ୍ତି, ଶ୍ରୀଯୁକ୍ତ ବିଶ୍ଵନାଥ ନାୟକ, ଶ୍ରୀଯୁକ୍ତ କୈଳାସ ନାଏକ,ଦିଲୀପ ଧୁରୁଆ, ଦିନେଶ କରାଳୀ, ଆସିଫ୍ ଖାନ୍ ,ସଞ୍ଜୟ ଭଞ୍ଜ, ଶୁଭେନ୍ଦୁ ପଟ୍ଟନାୟକ, ଅଜିତ ବହିଦାର୍, ବବିତା ପଟ୍ଟନାୟକ ତଥା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ମାନେ ଉପସ୍ଥିତ ଥିଲେ। I