?????

କରୋନା ମୃତକଙ୍କ ଉଦ୍ଦେଶ୍ୟରେ ବିଜେଡିର ଶୋକସଭା

ଝାରସୁଗୁଡ଼ା: ଗୁରଵାର ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ କୋଭିଡ -୧୯ ର ଦୁତୀୟ ଲହର ରେ ପ୍ରାଣ ହରାଇ ଥିବା ସ୍ୱର୍ଗତ ପରୀମଳ ବୋଷ , ଜୋଗେଷ ଦାଶ , ବାବୂଲୂ ଧାନୁକା , ପାୟଲ ମାଳି , ମିତ୍ରଭାନୁ ପଟେଲ , ସମସେର କୁରେଶୀ , ଈଶ୍ବର ଦଣ୍ଡସେନା , ଅପର୍ଣ୍ଣା ମହାନନ୍ଦଙ୍କ ଉଦେଶ୍ୟରେ ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଶାନ୍ତ ଜେନାଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋକ ସଭାରେ ଜିଲ୍ଲା ବିଜେଡ଼ି ସଭାପତି ତଥା ବିଧାୟକ ବ୍ରଜରାଜନଗର ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ରବି ସିଂଘ , ରାଜ୍ଯ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀଯୁକ୍ତ ତାପସ ରାୟ ଚୌଧୁରୀ , ଶ୍ରୀଯୁକ୍ତ ଗଙ୍ଗାଧର ଗଡ଼ନାୟକ , ବିଜେଡ଼ି ନଗର ସଭାପତି ଶ୍ରୀଯୁକ୍ତ ସନ୍ଦୀପ ଅବସ୍ତି, ଶ୍ରୀ ନଟବର ଲାଲ ଶର୍ମା , ଜିଲ୍ଲା ବିଜେଡ଼ି ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ଗୂଆଲ , ଜିଲ୍ଲା ବିଜେଡ଼ି ଏସ ସି ସେଲ ସଭାପତି ଶ୍ରୀଯୁକ୍ତ ଜୟ ପ୍ରକାଶ କୁଅଁର , ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ପଳାଶ କର୍ମକାର , ଶ୍ରୀଯୁକ୍ତ ଅରୁଣ ଚୈନି , ଶ୍ରୀ ଶଶୀ ତୀଵାରୀ , ନାରାୟଣ ଦତ୍ତ , ପପ୍ପୂ ଜୈନ , ନରେଶ ସିଂଘ , ଶୁରୂ ମହାପାତ୍ର, ବିନୟ ପଟେଲ, ତପନ ପାଣ୍ଡେ , ଶ୍ୟାମଳ ଘୋଷ , ମନୋଜ ଦାଶ , ଜୟ ଜୋଶୀ , ରାଜେଶ ଦାଶ , ନନ୍ଦଲାଲ ପଟେଲ , ନିର୍ମଳ କାଲୋ , କ୍ଷେତ୍ରମଣି ସାହୁ , ଟିଲୁ ମୋଦି ପ୍ରମୁଖ ଜୋଗ ଦେଇ କୋଭିଡ ନିୟମ ପାଳନ ପୁର୍ବକ ସ୍ୱର୍ଗତ ଦିବଂଗତ ଆତ୍ମାଙ୍କ ସୃତିଚାରଣ କରିବା ସହ ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

Related Articles

Leave a Reply

Back to top button
error: Content is protected !!