?????

ସାମାଜିକ କାମ ପାଇଁ ସମ୍ମାନୀତ ହେଲେ ମଧୁଲୀତା

ଝାରସୁଗୁଡ଼ା: ସମାଜସେବା କ୍ଷେତ୍ରରେ ସଫଳତା ପାଇଁ ସମ୍ମାନୀତ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଲାୟନ୍ସ କ୍ଲବର ସଭାପତି ମଧୁମୀତା ସୁଭନିଲ। ମ୍ୟାଜିକ ବୁକ୍ ଅଫ୍ ରେକର୍ଡ ମଧୁମୀତାଙ୍କୁ ବେଷ୍ଟ ଓ୍ୱିମେନ୍ ଆଚିଭର ସମ୍ମାନରେ ସମ୍ମାନୀତ କରିଛି।

ମଧୁମୀତା ସୁଭନିଲ ସାମାଜିକ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ନିଜର ପ୍ରତିଭା ଏବଂ ବୁଦ୍ଧି ଆଧାରରେ ସେ ଓଡିଶା 2021 ଟାଇଟଲ୍ ହାସଲ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!