?????
Odia
-
ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଭେଟିଲା ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସ
ଝାରସୁଗୁଡା: ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଜୋଶୀଙ୍କୁ ଭେଟିଛନ୍ତି ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସର ଟିମ୍। ମଙ୍ଗଳବାର ରେଲଓ୍ୱେ ଷ୍ଟେସନରେ ଚାମ୍ବର ଅଫ୍ କମର୍ସ…
Read More » -
ଦ୍ୱିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ…
Read More » -
ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା
ନୂଆଦିଲ୍ଲୀ: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ…
Read More » -
ଝାରସୁଗୁଡାରୁ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ
ଝାରସୁଗୁଡା: ଝାରସୁଗୁଡାରୁ ସିରିଆପିଏଫ ଯବାନଙ୍କୁ ନେଇ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ। ରାୟପୁର ରେଳ ଷ୍ଟେସନରେ ଏହି ବିସ୍ଫୋରଣ ହୋଇଛି। ସକାଳ 6.30ରେ ଟ୍ରେନଟି ଛତିଶଗଡର…
Read More » -
ପୂଜା ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା 21 ତାରିଖରୁ ଖୋଲିବ ଏକାଦଶ ଓ 25 ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ…
Read More » -
ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ । ଏହି ପାଞ୍ଚ ଜିଲ୍ଲା…
Read More » -
ଠିକା କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଦାବି କଲା ବିଜେପି
ଭୁବନେଶ୍ୱର: ଠିକା କର୍ମଚାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କଲା ବିଜେପି । ଅକ୍ଟୋବର 30 ସୁଦ୍ଧା ଠିକା ନିଯୁକ୍ତି ନୀତି ସ୍ପଷ୍ଟ ନ…
Read More » -
ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାକୁ ଏକ୍ସପୋର୍ଟ କମିଟି ଦେଲା ଅନୁମତି
ଭୁବନେଶ୍ୱର: ଜାୟଡସ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ମଙ୍ଗଳବାର ୨ ରୁ ୧୮ ବର୍ଷ ବୟସ ବର୍ଗରେ…
Read More » -
ଠିକା କର୍ମଚାରୀଙ୍କୁ ସରକାରଙ୍କ ପୂଜା ଭେଟି, ବଦଳିଲା ଚାକିରିର ମାନ୍ୟତା ଏବଂ ଦରମା
ଭୁବନେଶ୍ୱର: ରାଜ୍ୟ ସରକାର ପୂଜା ବେଳେ ପ୍ରଥମେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବା ପରେ ଠିକା କର୍ମଚାରୀଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି…
Read More » -
ପିଲାଙ୍କ ପାଠ ପଢ଼ା ବହିରେ ସାଂଘାତିକ ତ୍ରୁଟି, ବଜ୍ରକାପ୍ତା ଶିକାରକୁ ଦିଆଯାଉଛି ପ୍ରୋତ୍ସାହନ !
ଭୁବନେଶ୍ୱର: ବଜ୍ରକାପ୍ତା ଏକ ନିରୀହ ବନ୍ୟପ୍ରାଣୀ । ସାରା ପୃଥିବୀରେ ଏହା ସବୁଠାରୁ ଅଧିକ ଶୀକାର ହେଉଥିବା ପ୍ରାଣୀ ଭାବରେ ଦୁର୍ନାମ ମୁଣ୍ଡେଇଛି । ସାରା ପୃଥିବୀରେ…
Read More »