-
?????
ସପିଂ ମଲରୁ ଚୋରି ଅଭିଯୋଗରେ ଜଣେ ଗିରଫ
ଝାରସୁଗୁଡା: ସପିଂ ମଲରୁ 2 ଲକ୍ଷ 60 ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ମଲର କର୍ମଚାରୀ ଗିରଫ। ଜିଲ୍ଲାର ସରବାହାଲ ରୋଡରେ ଥିବା ଓ୍ୱେଷ୍ଟ ସାଇଡ…
Read More » -
?????
ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଘଟଣାରେ 4 ଗିରଫ
ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କାନ୍ଦବାହାଲ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ 4 ଜଣ ଗିରଫ ହୋଇଛନ୍ତି। ସୁନ୍ଦରଗଡ ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି।…
Read More » -
?????
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା
ବଲାଙ୍ଗିର: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ହେବା ପରେ ପରେ ପଶ୍ଚିମ ଓଡ଼ିଶାକୁ ଗୋଟଏ ବଡ଼ ଉପହାର ଦେଇଛନ୍ତି। ଦୀର୍ଘ ଦିନ ଧରି ବଲାଙ୍ଗୀରର ରାଜେନ୍ଦ୍ର…
Read More » -
?????
ହୀରାକୁଦର ଆଉ ଦୁଇଟି ସୁଇଜ ଗେଟ୍ ବନ୍ଦ ହେଲା
ସମ୍ବଲପୁର: ଜଳଭଣ୍ଡାରେ ଜଳସ୍ତର କମୁଥିବାରୁ ହୀରାକୁଦ ଜଳଭଣ୍ଡାରର 2ଟି ସୁଇଜ ଗେଟ୍ ବନ୍ଦ କରାଯାଇଛି। ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ବର୍ଷା କରିଥିବାରୁ…
Read More » -
?????
ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ
ରାଉରକେଲା: ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଜିଲ୍ଲାରେ ବାକିଥିବା ଅଧୁରା ରେଳ ପ୍ରକଳ୍ପ କାମ ଶୀଘ୍ର…
Read More » -
?????
ସାରା ରାଜ୍ୟରେ ନିର୍ଦ୍ଧୁମ କାଚିବ ବର୍ଷା, ଗୁରୁବାର ଝାରସୁଗୁଡାରେ!
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ତେଣୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଯଦି ଏହି…
Read More » -
?????
ରେକ୍ ପଏଣ୍ଟ ବନ୍ଦ ହେବା ପରେ ଜିଲ୍ଲାରେ ସାରର ଅଭାବ
ଝାରସୁଗୁଡ଼ା: ଝାରସୁଗଡ଼ା- ରାଉରକେଲା ତୃତୀୟ ରେଳ ଲାଇନ ବିଛା କାମ ଚାଲିଛି। ଏହି କାରଣରୁ ରେଳ ବିଭାଗ ଝାରସୁଗୁଡା ଜିଲ୍ଲାରେ ଥିବା ରେକ୍ ପଏଣ୍ଟକୁ ବନ୍ଦ କରି…
Read More » -
?????
ଗନ ପଏଣ୍ଟରେ ବ୍ୟାଙ୍କରୁ 2 ଲକ୍ଷ 87 ହଜାର ଲୁଟ୍, ଝାରସୁଗୁଡା ଅଭିମୁଖେ ଲୁଟେରା !
ସୁନ୍ଦରଗଡ଼: ଦିନ ଦ୍ୱିପ୍ରହରରେ ଲୁଟ୍। ତା ପୁଣି ଏକ ବ୍ୟାଙ୍କରୁ। ଆଜି ସୁନ୍ଦରଗଡ ଜିଲ୍ଲାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତମାନେ ବନ୍ଧୁକ ମୁନରେ 2 ଲକ୍ଷ 87…
Read More » -
?????
ପିଲା ବିକ୍ରିର ହବ୍ ପାଲଟିଛି ପଶ୍ଚିମ ଓଡ଼ିଶାର ଏହି ସ୍ଥାନ
ରାଉରକେଲା: ରାଉରକେଲାରୁ ବାହାର ରାଜ୍ୟକୁ ବିକ୍ରି ହେଉଛି ପିଲା। ଜିଲ୍ଲା ପୁଲିସ ଏହି ମାମଲାରେ ଖୋଳତାଡ କରି ଏଯାବତ 7 ଜଣଙ୍କୁ ଗିରଫ କରିବା ପରେ ଏପରି…
Read More » -
?????
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଉପରେ ରୋକ୍ ଲଗାଇଲେ ଓଏଚଆରସି
ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ 30ରେ ମୋଟ୍ 139 ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ବୋର୍ଡ କର୍ତ୍ତୃପକ୍ଷ ଏ ନେଇ ତାରିଖ…
Read More »