-
?????
ବିନା ଛୁଞ୍ଚିରେ ଟୀକା ନେବେ ଶିଶୁ
ଭୁବନେଶ୍ୱର: 2 ବର୍ଷରୁ 18 ବର୍ଷର ଶିଶୁ କୋଭିଡ ଟିକା ଦିଆଯିବ । କିନ୍ତୁ ଟିକା ଦେବା ବେଳେ ବ୍ୟବହାର ହେବନି ଛୁ଼ଞ୍ଚି । ଡିସିଜିଆଇ ଅନୁମତି…
Read More » -
?????
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଏଥର ସେଣ୍ଟ୍ରାଲ କାଉଣ୍ଟିଂ, ବ୍ଲକ ସ୍ତରରେ ଗଣତି ହେବ
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ମତଦାନ ଶେଷ…
Read More » -
?????
ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି…
Read More » -
?????
ମମିତା ମେହେର ମୃତ୍ୟୁ; ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଜିଲ୍ଲା ବିଜେପିର ପ୍ରତିବାଦ
ଝାରସୁଗୁଡା: ମମିତା ମେହେର ମୃତ୍ୟୁ ମାମଲାରେ ଜିଲ୍ଲା ବିଜେପି ପ୍ରତିବାଦ କରିଛି । ଜିଲ୍ଲା ପୁଲିସ ଅଫିସ ଆଗରେ ବିଜେପି ପ୍ରତିବାଦ କରିଛି। ଏହି ହତ୍ୟା ମାମଲାରେ…
Read More » -
?????
ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଭେଟିଲା ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସ
ଝାରସୁଗୁଡା: ଦକ୍ଷିଣ ପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଜୋଶୀଙ୍କୁ ଭେଟିଛନ୍ତି ଝାରସୁଗୁଡା ଚ୍ୟାମ୍ବର ଅଫ୍ କମର୍ସର ଟିମ୍। ମଙ୍ଗଳବାର ରେଲଓ୍ୱେ ଷ୍ଟେସନରେ ଚାମ୍ବର ଅଫ୍ କମର୍ସ…
Read More » -
?????
ଦ୍ୱିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ…
Read More » -
?????
ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା
ନୂଆଦିଲ୍ଲୀ: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ…
Read More » -
?????
ଝାରସୁଗୁଡାରୁ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ
ଝାରସୁଗୁଡା: ଝାରସୁଗୁଡାରୁ ସିରିଆପିଏଫ ଯବାନଙ୍କୁ ନେଇ ଜମ୍ମୁତାଓ୍ୱି ଯାଉଥିବା ସ୍ପେଶାଲ ଟ୍ରେନରେ ବିସ୍ଫୋରଣ। ରାୟପୁର ରେଳ ଷ୍ଟେସନରେ ଏହି ବିସ୍ଫୋରଣ ହୋଇଛି। ସକାଳ 6.30ରେ ଟ୍ରେନଟି ଛତିଶଗଡର…
Read More » -
?????
ପୂଜା ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା 21 ତାରିଖରୁ ଖୋଲିବ ଏକାଦଶ ଓ 25 ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ…
Read More » -
?????
ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ । ଏହି ପାଞ୍ଚ ଜିଲ୍ଲା…
Read More »