-
?????
ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି -୨୦୨୧ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆରମ୍ଭ
ଝାରସୁଗୁଡା: ଶୁକ୍ରବାର ଝାରସୁଗୁଡା ସଂସ୍କୃତି ଭାବନ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି -୨୦୨୧ ର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ…
Read More » -
?????
ଜିଲ୍ଲାପାଳଙ୍କ ଅଫିସରେ ପ୍ରାକୃତିକ ବିପର୍ଯ୍ୟୟ ଦିବସ ପାଳିତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡିଏମଫ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି ପ୍ରାକୃତିକ ବିପର୍ଯ୍ୟୟ ଦିବସ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ…
Read More » -
?????
ମାଛଧରା ନିଷିଦ୍ଧାଞ୍ଚଳ ନିମନ୍ତେ ସତର୍କ ସୂଚନା ପ୍ରଦାନ ପାଇଁ ମୋବାଇଲ ଆପର ଲୋକର୍ପଣ
ଭୁବନେଶ୍ୱର: ଏମ ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତିବିଦ୍ୟାଯୁକ୍ତ ” ଫିସର ଫ୍ରେଣ୍ଡ…
Read More » -
?????
ହାତୀ ଘଉଡାଇବା ପାଇଁ ବନ ବିଭାଗର ନୂଆ ତରିକା
ଭୁବନେଶ୍ୱର: ANIDER ( Animal intrusion detection and repellent system) ବା ଆନିମଲ ଇଣ୍ଟ୍ରୁସନ ଡିଟେକ୍ସନ ଆଣ୍ଡ ରିପେଲଣ୍ଟ ସିଷ୍ଟମ ଏହା ସୌର ଶକ୍ତି ଦ୍ୱାରା…
Read More » -
?????
ରାଜ୍ୟରେ ବଢୁଛି କରୋନା, ପ୍ରତିକ୍ରିୟା ରଖିଲେ ଡିଏମଇଟି
ଭୁବନେଶ୍ୱର: ସପ୍ତାହକ ଭିତରେ ସଂକ୍ରମଣ 400 ରୁ 600 ଭିତରେ ରହିଛି। ଡାବଲିଙ୍ଗ ଟାଇମ କମିଲେ ସଂକ୍ରମଣ କମିବ। ସଂକ୍ରମଣ ବଢିବାରେ ଦୁଇଟି ସୂତ୍ର ହୋଇପାରେ, ଲୋକମାନେ…
Read More » -
?????
ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି
ଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି । ଓଡିଶା ଗସ୍ତରେ ଆସିଥିବା ଦଳର ଓଡ଼ିଶା ପ୍ରଭାରୀ…
Read More » -
?????
ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ
ଭୁବନେଶ୍ୱର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି…
Read More » -
?????
ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ତିଆରି ହେବ ଅତିରିକ୍ତ 4ଟି ବିମାନ ପାର୍କିଂ ସ୍ଥାନ
ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ତିଆରି ହେବ ଆଉ ଚାରୋଟି ପାର୍କିଂ ସ୍ଥାନ। ଯେଉଁଠି ଆଉ ଛଅଟି ବିମାନ ପାର୍କିଂ ହୋଇପାରିବ । ଏହି…
Read More » -
?????
ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭୁବନେଶ୍ୱର: ଆଗାମୀ ଦିନରେ ପୁଣି ଥରେ କୋଭିଡର ଆଶଙ୍କା ଏବଂ ସ୍ଲୁଲ ବନ୍ଦ ବାନ୍ଦ ହେବାର ସମ୍ବାବନାକୁ ଆଖି ଆଗରେ ରଖି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ…
Read More » -
?????
ଚାକିରି ଦେବେ କହି ଠକେଇ କରୁଥିଲେ ଦୁଇ ଭଉଣୀ ଓ ଭାଇକୁ ବାନ୍ଧିଲା ପୁଲିସ
ଝାରସୁଗୁଡା: ଚାକିରେ ଦେବା ନାଁରେ ଠକେଇ । ତିନି ଠକଙ୍କୁ ଗିରଫ କଲା ଝାରସୁଗୁଡା ପୁଲିସ । ଗିରଫ 3 ଠକ ହେଲେ ରାଜେଶ ବାଡି (30)…
Read More »