-
?????
ପୁଲିସ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଥାନା ଘେରାଉ କଲେ ଲୋକେ
ଝାରସୁଗୁଡା: ଜଣେ 22 ବର୍ଷୀୟ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହାକୁ ନେଇ ଝାରସୁଗୁଡାରେଙ୍ଗାଲି ଲଖନପୁରରେ ଅସନ୍ତୋଷ ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ରେଙ୍ଗାଲି ଥାନା…
Read More » -
?????
ମମିତା ମେହେରଙ୍କୁ ନ୍ୟାୟ ଦାବି, ବିଜେପି ପାଳିଲା 8 ଘଂଟିଆ ବନ୍ଦ
ଝାରସୁଗୁଡା: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବି କରି ଝାରସୁଗୁଡା ବିଜେପି ବନ୍ଦ ପାଳନ କରିଛି। 8 ଘଣ୍ଟିଆ ବନ୍ଦ ପାଳନ କରି ବିଜେପି।…
Read More » -
?????
ଝାରସୁଗୁଡା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଝାରସୁଗୁଡା: ସୋମବାର କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ମନ୍ତ୍ରୀ ଝାରସୁଗୁଡା ରେଳ ଷ୍ଚେସନରେ ରେଳ ପ୍ରକଳ୍ପୁ ଅଗ୍ରଗତିର…
Read More » -
?????
ରଡ ଚୋରି କରି ଟ୍ରକ ମାଲିକ ଏବଂ ଡ୍ରାଇଭର ଗିରଫ
ଝାରସୁଗୁଡା: ରଡ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଟ୍ରକ ମାଲିକ ମହମ୍ମଦ ଅଫତାପ ଅନସାରୀ (35) ଏବଂ ଅନ୍ୟଜଣେ…
Read More » -
?????
ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ହେଲେ ଟଙ୍କଧର ତ୍ରିପାଠୀ
ଝାରସୁଗୁଡା: ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ଦକ୍ଷିଣ-ପୂର୍ବ କୋଇଲା ଖଣି ବୋର୍ଡ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଛନ୍ତି । ଅସ୍ଥାୟୀ ନିର୍ଦ୍ଦେଶକ ଭାବରେ ଟଙ୍କଧରଙ୍କ କାର୍ଯ୍ୟକାଳ…
Read More » -
?????
ବିଦେଶରେ ବଢ଼ିଲା କରୋନା ସଂକ୍ରମଣ, ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି?
ଭୁବନେଶ୍ୱର: ୟୁରୋପିଓରେ ବଢୁଛି କରୋନା ସଂକ୍ରମଣ। ଆଗକୁ ଦେଶରେ କିମ୍ବା ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନ ଉଠିଛି । ଯାହାର ଜବାବ ରଖିବାକୁ…
Read More » -
?????
ଏମିତି ସାଙ୍ଗ ଆଉ କାହାକୁ ନମିଳୁ, ମଦ ପିଇବା ପରେ ସାଙ୍ଗକୁ ହତ୍ୟା କରି ପାଞ୍ଚ ଗିରଫ
ଝାରସୁଗୁଡା: ମଦ ପିଆକୁ ନେଇ ବଚସା ପରେ ହତ୍ୟା ଅଭିଯୋଗ । ସାଙ୍ଗ ମାନଙ୍କ ସହ ମିଶି ମଦ ପିଇବା ପରେ ବଚସା ହେବାରୁ 29 ବର୍ଷ…
Read More » -
?????
ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବାକୁ ସୁପାରିସ କରିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ୱର: ସରିଛି ଦୀପାବଳି। ଏବେ ସ୍କୁଲ ଖୋଲିବା ଆବଶ୍ୟକ। ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରିବେ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର…
Read More » -
?????
କେନ୍ଦ୍ର ପରେ ରାଜ୍ୟ ଛାଡ କଲା ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ
ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତ୍ରିରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଛାଡ଼ କରିବା ପରେ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ଭାଟ ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read More » -
?????
ଆଠ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦେଲା ବିଜେପି
ଝାରସୁଗୁଡା: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ଦୀପାବଳିରେ ମମିତାଙ୍କ ପାଇଁ ଦୀପଟିଏ ଜାଳିବା ପାଇଁ…
Read More »