-
?????
ଆଜି ଝାରସୁଗୁଡ଼ା ଗସ୍ତରେ ଆସିବେ ରାଜ୍ୟ ବିଧାନସଭା ଗୃହ ସବ୍ କମିଟି
ଝାରସୁଗୁଡ଼ା : ଆଜି (ଡିସେମ୍ବର 21) ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିବେ ରାଜ୍ୟ ବିଧାନସଭା ପରିବେଶ ସମ୍ପର୍କିତ ଗୃହ କମିଟିର ଉପ-ସମିତି-2। ଏହି କମିଟି ପରିବେଶ ସଂକ୍ରାନ୍ତୀୟ…
Read More » -
?????
ଡିସେମ୍ବର ୨୨ରୁ ବିଜେପିର ମଣ୍ଡି ଚାଲ ଅଭିଯାନ
ଭୁବନେଶ୍ୱର: ସରକାରୀ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶା ସରକାର ସାରା ରାଜ୍ୟରେ ଧାନ ସଂଗ୍ରହ କେନ୍ଦ୍ର…
Read More » -
?????
ହଠାତ ମୃତ୍ୟୁ ପଛରେ କୋଭିଡ୍!
ନୂଆଦିଲ୍ଲୀ: ବଲିଉଡ ସିଙ୍ଗୀର କେକେ ହୁୁଅନ୍ତୁ ଅବେ କମେଡିଆନ ରାଜୁ ଶ୍ରୀବାସ୍ତବ ହଠାତ ଅସୁସ୍ଥ ଅନୁଭବ କରିବା ପରେ ହୃଦଘାତର ଶିକାର ହୋଇଥିଲେ ପରେ ପ୍ରାଣ ହରାଇଛନ୍ତି।…
Read More » -
?????
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି
ନୂଆଦିଲ୍ଲୀ: ଓଡ଼ିଶାରେ ଲାଗୁ ହୋଇନାହିଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା ଆୟୁଷ୍ମାନ ଭାରତ ଯୋଜନା। ଏବେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଚାପ…
Read More » -
?????
ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି, ନହେଲେ ଆମରଣ ଅନଶନ ପାଇଁ ଚେତାବନୀ
ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବି କରିବାକୁ ଦାବି। ଅଲ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ଛାତ୍ର ସଙ୍ଗଠନ ପକ୍ଷରୁ ଗୁରୁବାରଠାରୁ…
Read More » -
?????
ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ରେଳ ଫାଟକ ଜଗୁଆଳିଙ୍କ ମୃତ୍ୟୁ
ଝାରସୁଗୁଡ଼ା: ବାଲିଜୋରି ରେଳ ଫାଟକ କ୍ରସିଂ ନିକଟରେ ଜଗୁଆଳିଙ୍କୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ 50 ବର୍ଷୀୟ ଫାଟକ ଜଗୁଆଳିଙ୍କର ମୃତ୍ୟୁ ଘଟିଛି। ପରେ ମାଲ୍ ବୋଝେଇ…
Read More » -
?????
ବସଷ୍ଟାଣ୍ଡ ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ 4 ଗିରଫ
ଝାରସୁଗୁଡା: ଡିସେମ୍ବର 4 ରାତିରେ ବେହେରାମାଳ ନିକଟସ୍ଥ ହୋଟେଲ କଳିଙ୍ଗ ବାର୍ ସମ୍ମୁଖରେ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା 4 ଜଣ ଦୁର୍ବୃତ୍ତଙ୍କୁ ଝାରସୁଗୁଡ଼ା ପୁଲିସ ମଙ୍ଗଳବାର…
Read More » -
?????
କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଝାରସୁଗୁଡା: ଝାରସୁଗୁଡ଼ାର ଝରିଆନାଳ ଅଞ୍ଚଳ ନିକଟରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ପାରି ହେଉଥିବା ବେଳେ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେବାରୁ 60 ବର୍ଷୀୟ ଜଣେ…
Read More » -
?????
ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ଦୂରୀକରଣ ଅଭିଯାନ ଶେଷ
ଝାରସୁଗୁଡା: ମହିଳା ଓ ବାଳିକାମାନଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ 16 ଦିନ ଧରି ଚାଲିଥିବା ଅଭିଯାନ ଶେଷ ହୋଇଛି। ଶେଷ ଦିନରେ ଓଏସସି…
Read More » -
?????
ସଞ୍ଜ ନଇଁଲେ ଜୋରଦାର ହେଉଛି ଚେକିଂ
ବଡ଼ମାଲ: ମଦ ପିଇ ଗାଡି ଚଳାଉଥିଲେ ହୋଇଯାନ୍ତୁ ସାବଧାନ! ମଦ ପିଇ ଗାଡି ଚଳାଇବା ବେଆଇନ ତେଣୁ ଏହି ଆଇନକୁ କଡାକଡି କରିବାକୁ ଯାଇ ବଡ଼ମାଲ ପୁଲିସ…
Read More »