-
?????
ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ କବିତା ସାମିଲ୍
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ନବମ ଏବଂ ଦଶମ ଶ୍ରେଣୀ ସିଲାବସ କମିବ। କୋଭିଡ ମହାମାରୀ ପାଇଁ ସିଲାବସ କମିବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍…
Read More » -
?????
ତିନି ରାଜ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ, କେନ୍ଦ୍ର ଜାରି କଲା ଚେତାବନୀ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ଼ ୧୯ର ନୂଆ ଡେଲଟା ପ୍ଲସ୍ ଭେରିଆଣ୍ଟ ସଂପର୍କରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କୁ ସତର୍କ କରାଇଛନ୍ତି। ସେହିସବୁ…
Read More » -
?????
କରୋନାର ଆରୋଗ୍ୟ ହାର 96.36 ପ୍ରତିଶତକୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶର ସକ୍ରିୟ କରୋନା ମାମଲା 7,02,887କୁ ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ଭାରତର ଦୈନିକ ସକ୍ରିୟ କରୋନା ମାମଲା ସଂଖ୍ୟା 53,256 ଯାହା…
Read More » -
?????
ତୃତୀୟ ଲହର ଆସିବ କି ନାହିଁ ଲୋକଙ୍କ ହାତରେ: ଭି.କେ ପାଲ
ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହରକୁ ଲୋକମାନେ ଚାହିଁଲେ ରୋକି ପାରିବେ। ଯଦି କରୋନା ନିୟମକୁ ସଠିକ୍ ଭାବରେ ଲୋକମାନେ ପାଳନ କରିବେ ଏବଂ ଅଧିକ ଲୋକ…
Read More » -
?????
ମୋବାଇଲ ଆପ ଜରିଆରେ ଅଫର ଦେଇ ଟଙ୍କା ଲୁଟ୍ କରୁଥିବା ଠକ ଗିରଫ
ଝାରସୁଗୁଡା: ଆଜି ଜିଲ୍ଲାର ସୋରୋଡାଠାରେ ଏକ ମୋବାଇଲ୍ ଆପ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଝାରସୁଗୁଡା ପୋଲିସ ଜଣେ ସାଇବର ଠକକୁ ଗିରଫ…
Read More » -
?????
କ୍ରମାଗତ ୧୪ ଦିନ ଧରି ୫% ତଳେ ଦୈନିକ ପିଜିଟିଭିଟି ହାର
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ (ରବିବାର ସକାଳ ୯ରୁ ସୋମବାର ସକାଳ ୯) ୫୩,୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ୮୮…
Read More » -
?????
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ କେନ୍ଦ୍ର ସରକାର ଉନ୍ମୋଚନ କଲେ ଏମ୍-ଯୋଗ ଆପ୍
ନୂଆଦିଲ୍ଲୀ: ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘WHO ଏମ ଯୋଗ’ ଆପ୍ର ଶୁଭାରମ୍ଭ କରିଛନ୍ତି । ସାଧାରଣ ଯୋଗ ମାର୍ଗଦର୍ଶିକା ଉପରେ…
Read More » -
?????
ଡିଏଭି ତରଫରୁ ଅନ୍ତଃର୍ଜାତୀୟ ଯୋଗ ଦିବସ ପାଳିତ
ଝାରସୁଗୁଡ଼ା: ଡିଏଭି ପବ୍ଲିକ ସ୍କୁଲ ତରଫରୁ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅନ ଲାଇନରେ ପାଳିତ ହୋଇଯାଇଛି। କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ତଥା…
Read More » -
?????
ଲକ ଡାଉନରେ ବାଲ୍ୟ ଵିଵାହ ଯୋଜନା, ପୁଲିସ କାନରେ ପଡ଼ିଲା ଖବର
ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ଲୋଇସିଙ୍ଘା ପଞ୍ଚାୟତରେ ପହଞ୍ଚି ଏକ ବାଲ୍ୟ ବିବାହକୁ ରୋକିବାରେ ସକ୍ଷମ ହୋଇଛି ଚାଇଲଡ ଲାଇନ ଟିମ୍। ଚାଇଲଡ଼ ଲାଇନ ଟିମ୍ ଓ ପୁଲିସ…
Read More » -
?????
ଗାଁ ରୁ ଗ୍ଲୋବ ସବୁଠି ଯୋଗକୁ ନେଇ ଉତ୍ସାହ, ଦିବ୍ୟାଙ୍ଗ ସ୍କୁଲ ହେଲା ସାମିଲ୍
ଝାରସୁଗୁଡ଼ା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ. ଗାଁରୁ ଗ୍ଲୋବ ସବୁଠି ଲୋକମାନେ କୋଭିଡ ନିୟମ ସହିତ ଯୋଗ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି. ଏହି କ୍ରମରେ ଝାରସୁଗୁଡା…
Read More »