?????
Odia
-
ଓଡ଼ିଶା ରଣଜୀ କୋଚ ପଦବୀରୁ ଇସ୍ତଫା ଦେଲେ ଜାଫର
ଭୁବନେଶ୍ୱର: ଓଡ଼ିଶା ରଣଜୀ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ପଦ ଛାଡ଼ିଲେ ଓ୍ୱାସିମ୍ ଜାଫର । ଓଡ଼ିଶା ପାଇଁ ସେ ୨ଟି ସିଜିନ ରହିବା ପରେ କୋଚ୍…
Read More » -
କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଖାଇବା ତେଲ ଦର କମାଇଲେ କମ୍ପାନୀ
ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର। ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି। ନୂଆ ଦର…
Read More » -
ଘରେ ପଶି ମାରଣାସ୍ତ୍ର ଦେଖାଇ ଚୋରି କରୁଥିଲେ, ୫ ଅଭିଯୁକ୍ତ ଗିରଫ
ଝାରସୁଗୁଡ଼ା: ବୁଧବାର ବଢ଼େଇମୁଣ୍ଡାରେ ଏକ ଘରୁ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ମେ ୮…
Read More » -
ଝାରସୁଗୁଡ଼ା ପୋଲିସ ୨୦୧ ଚୋରି ଓ ନିଖୋଜ ମୋବାଇଲକୁ ଠାବ କରି ମାଲିକଙ୍କୁ ଫେରାଇଲା
ଝାରସୁଗୁଡ଼ା: ହଜିଯାଇଥିବା ମୋବାଇଲ ଫୋନକୁ ଖୋଜିବାରେ ସଫଳ ହୋଇଛି ଝାରସୁଗୁଡା ସାଇବର ଥାନା ପୋଲିସ। ମୋଟ୍ ୨୦ ଲକ୍ଷ ଟଙ୍କାର ୨୦୧ଟି ଚୋରି ଓ ନିଖୋଜ ଫୋନକୁ…
Read More » -
ବ୍ରଜରାଜନଗର ନିର୍ବାଚନ ଡ୍ୟୁଟି ବେଳେ ହୋଇଥିଲା ମୃତ୍ୟୁ, ପ୍ରଶାସନ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଦେଲା ସହାୟତା
ଝାରସୁଗୁଡ଼ା: ବ୍ରଜରାଜନଗର ଉପ-ନିର୍ବାଚନ ସମୟରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଉଭୟ ମୃତ ଅଧିକାରୀଙ୍କ ପରିବାରକୁ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ 15 ଲକ୍ଷ ଟଙ୍କାର…
Read More » -
ପାଣିପାଗ ବିଭାଗ ପକ୍ଷରୁ ଚାରି ଜିଲ୍ଲାକୁ ସତର୍କ ସୂଚନା, ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ଆଞ୍ଚଳିକ କେନ୍ଦ୍ର ଶୁକ୍ରବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ,…
Read More » -
ଝାରସୁଗୁଡାରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୩.୭୩ ପ୍ରତିଶତ
ଝାରସୁଗୁଡା: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବିଏସଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…
Read More » -
ଆନ୍ତଃ ଜିଲ୍ଲା ଆଲୁମିନିୟମ ତାର ଚୋର ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ
ଝାରସୁଗୁଡ଼ା: ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଆଲୁମିନିୟମ୍ ଇଲେକ୍ଟ୍ରିକ୍ ତାର ଡକାୟତି ଘଟଣାରେ ଦୁଇ ଜଣ ଗିରଫ। ମଙ୍ଗଳବାର ବ୍ରଜରାଜନଗର ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ…
Read More » -
ହୋଟେଲ କିମ୍ବା ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ
ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ୱତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି…
Read More » -
ବୁଧବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୋମବାର କୁହାଯାଇଛି ଯେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଜୁଲାଇ ୬ରେ ପ୍ରକାଶ ପାଇବ। ତ୍ରୁଟିମୁକ୍ତ…
Read More »