-
?????
ବେଆଇନ ମଦ କାରବାର ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ଦଶ ଗିରଫ
ଝାରସୁଗୁଡା: ପଂଚାୟତ ନିର୍ବାଚନ ବେଳେ ବେଆଇନ ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ସୋମବାର ସକାଳେ ଅବକାରୀ…
Read More » -
?????
ରଣଜୀ ଟ୍ରଫି ପାଇଁ 20 ଜଣିଆ ଦଳ ଘୋଷଣା: ଝାରସୁଗୁଡାର ତାରିଣୀ ସ ସାମିଲ୍
କଟକ: ରବିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ରଣଜୀ ଟ୍ରଫିରେ ରାଜ୍ୟ ପ୍ରତିନିଧିତ୍ୱ କରିବାକୁ 20 ଖେଳାଳିଙ୍କ ତାଲିକା ଘୋଷଣା କରିଛି।ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଖେଳାଯିବାକୁଥିବା ଏହି…
Read More » -
?????
ଶିରିପାଲିରେ ଏକଲା ଅଭିଯାନର ବାର୍ଷିକ ବୈଠକ ଅନୁଷ୍ଠିତ
ଝାରସୁଗୁଡା: ଶିରିପାଲିରେ ଏକଲା ଅଭିଯାନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏକଲା ଅଭିଯାନର ଝାରସୁଗୁଡା ୟୁନିଟର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି…
Read More » -
?????
ବିମଲେଶ ସିଂ ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘର ସାଧାରଣ ସଚିବ
ଝାରସୁଗୁଡା: ବିମଲେଶ ସିଂ ପୂର୍ବାଞ୍ଚଳ ସାଂସ୍କୃତିକ ବିକାଶ ସଂଘର ସାଧାରଣ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର ସରସ୍ୱତୀ ପୂଜା ଅବସରରେ ଏହି ଘୋଷଣା କରିଛି…
Read More » -
?????
ଆରପାରିରେ ସୁର ସମ୍ରାଜ୍ଞୀ ଲତା ମଙ୍ଗେଶକର
ମୁମ୍ବାଇ: ପରଲୋକରେ ସଙ୍ଗୀତ ଜଗତର ‘ସରସ୍ୱତୀ’। ବସନ୍ତ ପଞ୍ଚମୀ ଅବସରରେ ସବୁଠି ପୂଜାର ମାହୋଲ ରହିଛି । ହେଲେ ସରସ୍ୱତୀ ପୂଜାର ପରଦିନ ସମସ୍ତଙ୍କୁ ପର କରି…
Read More » -
?????
ଫେବୃଆରୀ 7ରୁ ଓଡିଶାରେ ଖୋଲିବ ସ୍କୁଲ, କଲେଜ
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବାରୁ ଓଡ଼ିଶା ସରକାର ଫେବୃଆରୀ 7ରୁ ସାରା ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କଲେଜ, ବିଶ୍ୱବିଦ୍ୟାଳୟ…
Read More » -
?????
ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ କର୍ମୀ
ଝାରସୁଗୁଡ଼ା: ଗୁରୁବାର ଝାରସୁଗୁଡ଼ା କାଲିମନ୍ଦିର ରୋଡ ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଲଖନପୂର୍ ଜୋନ…
Read More » -
?????
ଆଜିଠୁ ବଦଳିବ ପାଣିପାଗର ମିଜାଜ, ସତର୍କ କରାଇଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବରେ ଆଜିଠୁ ବଦଳିବ ରାଜ୍ୟର ପାଣିପାଗ ମିଜାଜ । ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ 7 ଜିଲ୍ଲାକୁ ପାଣିପାଗ…
Read More » -
?????
ସ୍କୁଲ ଖୋଲିବାକୁ କହିଲେ ହାଇକୋର୍ଟ, ଅପେକ୍ଷା ସରକାରଙ୍କ ନିଷ୍ପତ୍ତିକୁ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ତେଣୁ ସ୍କୁଲ୍ ଖୋଲିବା ପାଇଁ ଶିକ୍ଷାବିତ୍ ତଥା ଅଭିଭାବକମାନେ ଦାବି କରିଛନ୍ତି । ଅନ୍ୟପଟେ ବୁଧବାର ହାଇକୋର୍ଟ…
Read More » -
?????
ବଜେଟକୁ ଲୋକାଭିିମୁଖୀ ଏବଂ ପ୍ରଗତିଶୀଳ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶତାବ୍ଦୀର ବିପର୍ଯ୍ୟୟ ମଧ୍ୟରେ ଚଳିତ ବର୍ଷର ବଜେଟ୍ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସହିତ ଆସିଛି । ଅର୍ଥନୀତିକୁ…
Read More »