-
?????
ଦୁବାଇରେ ଧୁମଧାମରେ ନୂଆଁଖାଇ ଉତ୍ସବ ପାଳିତ
ୟୁଏଇ: ଦୁବାଇରେ ନୂଆଁଖାଇ ପାଳନ ହୋଇଯାଇଛି। ସଂୟୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ନୂଆଁଖାଇ ପରିବାର ପକ୍ଷରୁ ଦୁବାଇରେ ଏକ ନୂଆଁଖାଇ ଭେଟଘାଟର ଆୟୋଜନ କରାଯାଇଥିଲା। ଭାରତ ବାହାରେ…
Read More » -
?????
ଆନ୍ଦୋଳନ ବେଳେ ପୋଲିସର ଗିରଫଦାରୀକୁ ନିନ୍ଦା, ଏସପି ଅଫିସ ଘେରାଉ କରିବାକୁ ଚେତାବନୀ
ଝାରସୁଗୁଡା: କୋଶଳ ରାଜ୍ୟ ପାଇଁ ଆନ୍ଦୋଳନ ବେଳେ ପୋଲିସର ଗିରଫଦାରୀକୁ ନିନ୍ଦା । କୋଶଳ ସେନା ସାମ୍ବାଦିକ ସମ୍ମିଳନୀର କରି ଏହି ଗିରଫଦାରୀକୁ ନିନ୍ଦା କରିଛି । ରାଜନୈତିକ…
Read More » -
?????
ପଣ୍ଡ ହେଲା ଡକାୟତି ଯୋଜନା, ଗିରଫ ହେଲେ ଦୁଇ ଲୁଟେରା
ଝାରସୁଗୁଡା: ଲୁଟ୍ କରିବାକୁ ଯୋଜନା କରୁଥିଲେ। ହେଲେ ଆଗୁଆ ଜାଣିନେଲା ପୋଲିସ। ଶନିବାର ବ୍ରଜରାଜନଗର ପୁଲିସ ଡକାୟତି ଉଦ୍ୟମକୁ ପଣ୍ଡ କରି ଦୁଇ ଜଣ ଦୁର୍ବୃତ୍ତଙ୍କୁ କାବୁ…
Read More » -
?????
ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆଉ ଥରେ ସୁଯୋଗ
ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଶନିବାର ପ୍ରକ୍ରିୟା ଶେଷ ହେଉଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ଦୁଇ ନାମଲେଖାଇ ପାରିନଥିଲେ କିଛି ଛାତ୍ରଛାତ୍ରୀ। ଏହା ଏବେ…
Read More » -
?????
ସଡ଼କ ଦୁର୍ଘଟଣା: ଆହତଙ୍କ ଜୀବନ ବଞ୍ଚାଇଲେ ମିଳିବ ଆର୍ଥିକ ପୁରସ୍କାର
ଜେଏସଜି ଲାଇଭ ବ୍ୟୁରୋ: ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଡାକ୍ତରଖାନା ନେଲେ ମିଳିବ ପୁରସ୍କାର । ଏନେଇ ଦୁଇ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି…
Read More » -
?????
ଫେସବୁକ ପ୍ରତି ଆଗ୍ରହ କମୁଛି ଏହି ବର୍ଷରେ ଜନ୍ମ ହୋଇଥିବା ପିଲାଙ୍କ ଠାରେ
ଜେଏସଜିଲାଇଭ ବ୍ୟୁରୋ: ଘରେ ବସି ଏବେ ନ୍ୟୁଜଠାରୁ ଆରମ୍ଭ କରି ଥଟ୍ଟ ମଜା, ନିଜର ଅନୁଭୂତି ବାଣ୍ଟିବାର ମାଧ୍ୟମ ପାଲଟିଛି ଫେସବୁକ। ସକାଳୁ ବିଛଣାରୁ ଉଠିବା ହେଉ…
Read More » -
?????
କାରର ପଛ ସିଟରେ ବସିଥିବା ଯାତ୍ରୀ ସିଟ୍ ବେଲ୍ଟ ନବାନ୍ଧିଲେ ଦେବେ ଜୋରିମାନା: ଗଡକରୀ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ସିଟ୍ ବେଲ୍ଟ ବାନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ତାଙ୍କ ମନ୍ତ୍ରଣାଳୟ ଜୋରିମାନା ଲାଗୁ କରିବାକୁ ଯୋଜନା…
Read More » -
?????
ଏଣିକି ଇଞ୍ଜେକସନ ନୁହେଁ, ନାକରେ ଡ୍ରପ ପକାଇ କରୋନା ମୁକାବିଲା କରିପାରିବେ
ନୂଆଦିଲ୍ଲୀ: କରୋନା ମହାମାରୀ ଲଢ଼େଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଭାରତର ଡ୍ରଗ କଂଟ୍ରୋଲର ଜେନେରାଲ (ଡିସିଜିଆଇ)…
Read More » -
?????
ନକଲି ହନୁମାନ ପଇସା ଦେଖାଇ ଠକେଇ, ୫ ଆନ୍ତଃ ଜିଲ୍ଲା ଠକ ଗିରଫ
ଝାରସୁଗୁଡା: ଜିଲ୍ଲା ପୋଲିସ ହନୁମାନ ପଇସାକୁ ନେଇ ଚଳାଇଥିବା ଏକ ରାକେଟକୁ ଗିରଫ କରିଛି । ଏହି ରାକେଟରେ ମୋଟ୍ ପାଞ୍ଚ ଜଣ ଥିଲେ। ଯେଉଁମାନେ କି…
Read More » -
?????
ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟ ଶାସନ ସଚିବ
ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଜିଲ୍ଲା…
Read More »