-
?????
ଜିଲ୍ଲାରେ ହେବ ରିଜିଓନାଲ ବ୍ଲଡ ବ୍ୟାଙ୍କ: ନବ ଦାସ
ଭୁବନେଶ୍ୱର: ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯୋଗ ଦେଇ ରେଡକ୍ରସକୁ ନେଇ ନିଜର ମତ…
Read More » -
?????
ଝାରସୁଗୁଡା ସମେତ 5 ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ
ଝାରସୁଗୁଡା: ଆବଶ୍ୟକ ମୁତାବିକ ଟିକା ଯୋଗାଇବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ତେଣୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ଟିକାକରଣ ବନ୍ଦ ହେଉଛି। କେନ୍ଦ୍ର ସରକାର ଟିକାକରଣରେ…
Read More » -
?????
ମଣ୍ଡି ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କା କୃଷକଙ୍କ ନିକଟରେ ପହଞ୍ଚାଇବାକୁ ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ତିନି କୃଷି ଆଇନକୁ ନେଇ ବିବାଦ ଜାରି ରହିଛି। ଏହାରି ଭିତରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଗୁରୁବାର…
Read More » -
?????
କୋଭିଡର ସମ୍ଭାବ୍ୟ ତୃତୀୟ ଲହର, ପ୍ରତି ଜିଲ୍ଲାରେ ହେବ ଛୋଟ ଛୁଆଙ୍କ ପାଇଁ ଚିକିତ୍ସା କେନ୍ଦ୍ର
ନୂଆଦିଲ୍ଲୀ: COVID-19 ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଗୁରୁବାର ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ପରେ ନୂଆ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶର ସମସ୍ତ…
Read More » -
?????
ମୋଦି ମନ୍ତ୍ରିମଣ୍ଡଳରେ ଦୁଇ ଜଣ ଓଡ଼ିଶାରୁ
ନୂଆଦିଲ୍ଲୀ: ଓଡିଶାର ଦୁଇ ନୂଆ ଚେହେରା ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ଼୍ଡଳରେ ସାମିଲ…
Read More » -
?????
ମୋଦିଙ୍କ ମନ୍ତ୍ରିମଣ୍ଡଳରୁ 7 ବରିଷ୍ଠ ମନ୍ତ୍ରୀ ସମେତ ମୋଟ୍ 12 ଦେଲେ ଇସ୍ତଫା
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ 7ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି। ଏହି 7 ମନ୍ତ୍ରୀ ଜଣେ ପରେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କୋଭିଡର…
Read More » -
?????
ଅଗଷ୍ଟରେ ତୃତୀୟ ଲହର ଆସିବ ଆକଳନ କଲା ଏସବିଆଇ
ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହରକୁ ପ୍ରାୟତଃ ଠିକ୍ ଭାବରେ ଆକଳନ କରିଥିଲା ଏସବିଆଇ। ଏବେ ପୁଣିଥରେ ସମାନ ଆକଳନ କରିଛି ତୃତୀୟ ଲହର ପାଇଁ। ଅଗଷ୍ଟ ମାସରେ…
Read More » -
?????
ଏହିଆଧାରରେ ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ!
ନୂୂଆଦିଲ୍ଲୀ: ବୁଧବାର ଅର୍ଥାତ୍ ଜୁଲାଇ 7 ସନ୍ଧ୍ୟା 5ଟା 30ରେ କେନ୍ଦ୍ର କ୍ୟାବିନେଟର ନୂଆ ରୂପ ଦେଖିବାକୁ ମିିିଳିବ। ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀ ମାନେ ଶପଥ…
Read More » -
?????
କୋଭିଡର ପରବର୍ତ୍ତୀ ଜଟିଳତାର ଶିକାର ବିଧାୟକ ତାରା ବାହିନୀପତି
ଜୟପୁର: ନିକଟରେ କୋଭିଡ ନେଗେଟିଭ ରିପୋର୍ଟ ପାଇବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ କୋରାପୁଟର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଏବେ ସେ କିନ୍ତୁ କରୋନାର…
Read More » -
?????
ଚାହିଦା ତୁଳନାରେ ଓଡ଼ିଶାକୁ କେନ୍ଦ୍ର ଦେଉଛି କମ୍ ଟିକା, ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟ ପାଖରେ ଏବେ 6.04 ଲକ୍ଷ ଟିକା ରହିଛି। ଦୈନିକ ଏବେ ଟିକା ନେଉଛନ୍ତି 3 ଲକ୍ଷ। ତେଣୁ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ…
Read More »