-
?????
ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ନୂଆଦିଲ୍ଲୀ: କୋଭିଡର ପରବର୍ତ୍ତୀ ଜଟିଳତାର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ…
Read More » -
?????
ଦେହରେ ମାସେରୁ ଅଧିକ ସମୟ ରହୁଛି କରୋନା ସଂକ୍ରମଣ: ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର: ମଣିଷ ଦେହରେ ମାସେରୁ ଅଧିକ ସମୟ ହେବ ରହୁଛି କରୋନା ଭାଇରସ। ପ୍ରଥମ ଲହର ବେଳେ 15 ଦିନ ରହୁଥିଲା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିିଥିଲେ।…
Read More » -
?????
ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି: ଟଙ୍କଧର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ରାଜ୍ୟରେ ବିଜେଡି ସରକାର…
Read More » -
?????
ଗଜପତି ଗଞ୍ଜେଇ ଯାଉଥିଲା ବିହାର, ବାନ୍ଧିଲା ପୁଲିସ
ସୁନ୍ଦରଗଡ଼: ଗଜପତିରୁ ଗଞ୍ଜେଇ ଯାଉଥିଲା ବିହାର। ଗାଡି ଯାଞ୍ଚ ବେଳେ ଏହି ଗଞ୍ଜେଇକୁ ଜବତ କରିଛି ଛତିଶଗଡ଼ ପୁଲିସ। ଜବତ ଗଞ୍ଜେଇ ପ୍ରାୟ 7 କ୍ୱିଣ୍ଟାଲର। ଯାହାର…
Read More » -
?????
ଅଶ୍ଳୀଳ ଭିଡିଓ ମାମଲା, ଶିଳ୍ପା ସେଠୀଙ୍କ ଗିରଫ ସ୍ୱାମୀ ଲିଙ୍କରେ ଓଡ଼ିଆ ଯୁବକ ଗିରଫ
ଭୁବନେଶ୍ୱର: ଅଶ୍ଲୀଳ ଭିଡିଓ ମାମଲାରେ ବନ୍ଧା ହୋଇଛନ୍ତି ବଲିଉଡ ସୁନ୍ଦରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ମୁମ୍ୱାଇ ପୁଲିସ ଏହି ମାମଲାରେ ସବୁ ଦିଗକୁ ଖୋଜୁଛି।…
Read More » -
?????
ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ କରୋନା ଟିକା ଦେଲେ ଭ୍ରୂଣ ଏବଂ ନବଜାତ ସଂକ୍ରମଣରୁ ସୁରକ୍ଷିତ ରହିବେ
ଶିଶୁଙ୍କ ଉପରେ କୋଭିଡ-19ର ପ୍ରଭାବ, ସେମାନଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ଏବଂ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ଆଦି ସମେତ ବିଭିନ୍ନ ପ୍ରସଙ୍ଗରେ…
Read More » -
?????
ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ , ଝାରସୁଗୁଡାରେ ଆଠଟି ପ୍ଲଟ୍
ଭବାନିପାଟଣା: ଭିଜିଲାନ୍ସ ରାଡାରରେ କୋଟିପତି ଅଧ୍ୟାପକ। ସରକାରୀ ଡିପ୍ଲେମା କଲେଜର ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ। ବେଆଇନ୍ ସମ୍ପତ୍ତି ହାତେଇଥିବା ଅଧ୍ୟାପକ…
Read More » -
?????
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ବର୍ଦ୍ଧିତ ମହଙ୍ଗା ଭତ୍ତା ବା ଡିଏ କାର୍ଯ୍ୟକାରୀ କରିବାକୁ ଅପେକ୍ଷା କରିଥିବା 48 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 65 ଲକ୍ଷ ପେନସନ ଉପୋଭକ୍ତାଙ୍କ…
Read More » -
?????
ସ୍ୱାଧୀନତା ଦିବସରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସତର୍କ ସୂଚନା ଜାରି କରାଯାଇଛି। ଅଗଷ୍ଟ 15 ରେ…
Read More » -
?????
ଘୁଞ୍ଚିଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ, ଆଜି ବାହାରିବାର ଥିଲା
ନୂଆଦିଲ୍ଲୀ: ଜୁଲାଇ 20 ସୁଦ୍ଧା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିବ ବୋଲି ପୂର୍ବରୁ ସୂଚନା ରହିିଥିଲା। ଏବେ କିନ୍ତୁ ଏହି ପ୍ରକ୍ରିୟାରରେ ବିଳମ୍ୱ…
Read More »