-
?????
ପ୍ରାର୍ଥୀଙ୍କ ଛାତି ଧଡ ଧଡ, ଶନିବାରଠୁ ଭୋଟ୍ ଗଣତି
ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀଙ୍କ ଛାତି ଧଡ ଧଡ । ରାତି ପାହିଲେ ଖୋଲିବ ଭୋଟ୍ ବାକ୍ସ । ସକାଳ ୮ଟାରୁ ଭୋଟ୍ ଗଣତି…
Read More » -
?????
OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍
ଝାରସୁଗୁଡା: ଭିଜିଲାନ୍ସ ଜାଲରେ ଓଡିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକ । ଶୁକ୍ରବାର ଭିଜିଲାନ୍ସ ଏହି ରେଡ୍ କରିଥିଲା। ଆୟ ବହିର୍ଭୃତ ସମ୍ପତି ଠୁଳ…
Read More » -
?????
ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍, କୌଣସି ସମୟରେ ହୋଇପାରେ ତାରିଖ ଘୋଷଣା
ଭୁବନେଶ୍ୱର: ଆସନ୍ତାକାଲି ଶେଷ ହେଉଛି ଚଳିତ ପଂଚାୟତ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଏହା ପୂର୍ବରୁ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ…
Read More » -
?????
ମତଦାନର ଅନ୍ତିମ ପର୍ଯ୍ୟାୟ ବେଳେ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ବିଜେଡି-ବିଜେପି ମୁହାଁମୁହିଁ
ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ଏହା ପୂର୍ବରୁ ପରସ୍ପର ବିରୋଧରେ ଅଭିଯୋଗ ଆଣି ବିଜେଡି-ବିଜେପି ଏବଂ କଂଗ୍ରେସ ରାଜ୍ୟ…
Read More » -
?????
ଆପଣ କେବଳ ଫୋନରେ କଥା ହେଉଛନ୍ତି କି? ଆସିଗଲା କମ୍ ଦାମରେ ଅସୀମିତ କଲ ସେବା
ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ବଜାରରେ ପୁଣିଥରେ ସ୍ଥିତି ଜାହିର କରିବାକୁ ବିଏସ୍ଏନ୍ଏଲ୍ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ କମ୍ପାନୀ ଅନେକ ରିଚାର୍ଜ ପ୍ଲାନ ଆଣିଛି ଯାହା…
Read More » -
?????
ବଜରଙ୍ଗ ଦଳ କର୍ମୀ ହର୍ଷଙ୍କୁ ହତ୍ୟା, ଝାରସୁଗୁଡ଼ାରେ ଶ୍ରଦ୍ଧାଞ୍ଜଳି
ଝାରସୁଗୁଡ଼ା: କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ବଜରଙ୍ଗ ଦଳ କର୍ମୀ ହର୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝାରସୁଗୁଡ଼ା ବଜରଙ୍ଗ ଦଳର ସଦସ୍ୟମାନେ । ମଙ୍ଗଳବାର ଝାରସୁଗୁଡ଼ା ବଜରଙ୍ଗ ଦଳର…
Read More » -
?????
ଟଙ୍କା ପାଇବା ପାଇଁ କ୍ୟୁଆର କୋଡ ସ୍କାନ ବ୍ୟବହାର ନକରିବାକୁ ଏସବିଆଇ କରାଇଲା ସତର୍କ
ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଏବେ ଡିଜଟାଲ ମୁହାଁ । ମୁଖ୍ୟତଃ କ୍ୟୁଆର କୋଡ ଆସିବା ପରେ ସ୍କାନ ଜରିଆରେ ନେଣଦେଣ ସହଜ ହେବାରୁ ଏହି କ୍ୟୁଆର ବ୍ୟବସ୍ଥା…
Read More » -
?????
ପ୍ରଥମ ପର୍ଯ୍ୟାୟରେ 70 ପ୍ରତିଶତ ମତଦାନ ହୋଇଛି: ରାଜ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଶେଷ ହୋଇଛି । କାଁ ଭାଁ ହିଂସା ସହିତ ସୁରୁଖୁରୁରେ ମତଦାନ ହୋଇଛି ବୋଲି ରାଜ୍ୟ…
Read More » -
?????
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା: ନିରଞ୍ଜନ
ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। କିନ୍ତୁ ଗଣମାଧ୍ୟମ ଏବଂ ନିର୍ବାଚନ ହେଉଥିବା ଜିଲ୍ଲା ମାନଙ୍କରୁ ବର୍ତ୍ତମାନ ପର୍ଯ୍ୟନ୍ତ…
Read More » -
?????
ପଞ୍ଚାୟତ ନିର୍ବାଚନ: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 82.10 ପ୍ରତିଶତ ମତଦାନ
ଝାରସୁଗୁଡା: ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛିି । ଝାରସୁଗୁଡା ଜିଲ୍ଲାରେ 82.10 ପ୍ରତିଶତରୁ ଅଧିକ ମତଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡା ଜିଲ୍ଲାର କିର୍ମିରା,…
Read More »