-
?????
ବେକାରୀ ବିରୋଧରେ କେନ୍ଦ୍ରର ‘ସର୍ଜିକାଲ ଷ୍ଟ୍ରାଇକ୍’
ନୂଆଦିଲ୍ଲୀ: ବିଭିନ୍ନ କାରଣ ପାଇଁ ଦେଶରେ ଏବେ ବେକାରୀ ବଢ଼ି ଚାଲିଛି। ଯାହାକୁ ନେଇ ବିରୋଧୀ କେନ୍ଦ୍ର ସରକାରକୁ ନିଶାନା କରୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ…
Read More » -
?????
୩୦ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୧ରୁ ଆନ୍ଦୋଳନର ଧମକ ଦେଲା ବସ୍ ମାଲିକ ସଂଘ
ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ଜୁଲାଇ ୧ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବସ୍ ମାଲିକ ସଂଘ…
Read More » -
?????
ମିଳିବ ଆଶ୍ୱସ୍ତି, ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !
ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ…
Read More » -
?????
ଝାରସୁଗୁଡ଼ା ବିଜେପି ଟାଉନ ମଣ୍ଡଳ ତରଫରୁ ସେବା, ସୁଶାସନ ତଥା ଗରିବ କଲ୍ୟାଣ ପର୍ବ ପାଳିତ
ଝାରସୁଗୁଡା: ସାରା ଦେଶରେ ୩୧ମେ ରୁ ଚାଲି ଥିବା ସେବା,ସୁଶାସନ ତଥା ଗରିବ କଲ୍ୟାଣ ପର୍ବ,ମୋଦି ସରକାରର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ବିଜେପି ଟାଉନ…
Read More » -
?????
ରଜ ପରେ ତାତିରୁ ମିଳିପାରେ ଆଶ୍ୱସ୍ତି
ଭୁବନେଶ୍ୱର: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ…
Read More » -
?????
ଭିଏସଏସ ବିମାନ ବନ୍ଦର ଚାରିପାଖରେ ଲଗା ହେଲା ବିଭିନ୍ନ ପ୍ରକାରର ଗଛ
ଝାରସୁଗୁଡ଼ା : ‘ଆଜାଦୀ କା ଅମୃତ ମହୋତ୍ସବ ୨୦୨୨’ ଅବସରରେ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସାମୂହିକ ଭାବେ…
Read More » -
?????
ପ୍ଲେ ଷ୍ଟୋରରୁ ବେଆଇନ୍ ଲୋନ୍ ଆପ ହଟାଅ, ଗୁଗୁଲକୁ ଚିଠି ଲେଖି କହିଲା ଇଓଡବ୍ଲ୍ୟ
ଭୁବନେଶ୍ୱର: ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି…
Read More » -
?????
ଝାରସୁଗୁଡା ଝିଅ କେ-ପପ୍ ଷ୍ଟାର ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କଲା ପୁଲିସ
ଝାରସୁଗୁଡ଼ା: ମଙ୍ଗଳବାର ଝାରସୁଗୁଡ଼ା ପୁଲିସ ପ୍ରଶାସନ ପକ୍ଷରୁ ପ୍ରଥମ ଭାରତୀୟ କେ-ପପ୍ ଷ୍ଟାର ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଝାରସୁଗୁଡ଼ାର ଏହି 18 ବର୍ଷୀୟା ଯୁବତୀ ଶ୍ରୀୟା ଲେଙ୍କା…
Read More » -
?????
ସ୍ରୃଜନୀ ପରିବାରର ବାର୍ଷିକୋତ୍ସବ ପାଳନ
ଝାରସୁଗୁଡା: ଅଗ୍ରଣୀ ନାଟ୍ୟାନୁଷ୍ଣାନ ସ୍ରୃଜନୀ ପରିବାରର ବାର୍ଷିକୋତ୍ସବ ପାଳନ ହୋଇଯାଇଛି। ସର୍ବ ପ୍ରଥମେ ଆରାଧ୍ୟ ଦେବୀ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ଶିଶୁ କଳାକାର ମାନେ ଅତିଥିଙ୍କୁ…
Read More » -
?????
ନବୀନ ମୁଖ୍ୟମନ୍ତ୍ରୀ: କିଏ ପାଇଲେ କେଉଁ ମନ୍ତ୍ରୀ ପଦ ?
ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ…
Read More »