-
?????
ପିଡିଏସ କେନ୍ଦ୍ରରେ ମୋଦୀଙ୍କ ଫଟୋ ଲଗାଇବ ବିଜେପି
ଜେଏସଜିଲାଇଭ ବ୍ୟୁରୋ: ବିଜେପି ଏବେ ସାଧାରଣ ବଣ୍ଟନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାକୁ ସ୍ଥିର କରିଛି। ଏପରି କରି ନବୀନ ଚାଉଳ ଦେଉଛନ୍ତି ବୋଲି ଲୋକଙ୍କ ନିକଟରେ…
Read More » -
?????
ଆବାସ ଯୋଜନାରେ ଘର ମିଳିବାକୁ ନେଇ ବଢୁଛି ଅସନ୍ତୋଷ, ବିଜେପି କହିଲା ଦୃଢ ବିରୋଧ ହେବ
ଜେଏସଜିଲାଇଭ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ…
Read More » -
?????
ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟା: ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: ଦୁଲଦୁଲି ମହୋତ୍ସବର ଦ୍ଵିତୀୟ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଚାଙ୍ଗୁ ବାଦ୍ୟ ସହ ପାରମ୍ପରିକ…
Read More » -
?????
ଦୁଲୁକିଲା ଦୁଲୁଦୁଲି ମଞ୍ଚ
ଝାରସୁଗୁଡା: ଆରମ୍ଭ ହୋଇଛି ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଲୁଦୁଲି l କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି କାର୍ଯ୍ୟକ୍ରମ ଏଥର ଜିଲ୍ଲା ତରଫରୁ…
Read More » -
?????
କେନ୍ଦ୍ର ଚାଉଳରେ ଲାଗିବ ଷ୍ଟିକର, ଡିଲର ଦେବେ ରସିଦ
ଭୁବନେଶ୍ୱର: କେନ୍ଦ୍ର ସରକାର ଏଣିକି ହିତାଧିକାରୀଙ୍କୁ ମାଗଣାରେ ପିଡିଏସ ସାମଗ୍ରୀ ଯୋଗାଇଦେବେ। ହେଲେ ଏହି ସାମଗ୍ରୀ ଆଣିବା ବେଳେ ହିତାଧିକାରୀ ଏକ ରସିଦ ପାଇବେ। ଯେଉଁଥିରେ ଏହି…
Read More » -
?????
ପୁରୁଣା ଯୋଜନା, ନୂଆ ନାଁ: ଏଣିକି ମାଗଣା ମିଳିବ ଚାଉଳ
ଭୁବନେଶ୍ୱର: କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ…
Read More » -
?????
ବୋର୍ଡ ଅଫିସ ଆଗରେ ଶିକ୍ଷକଙ୍କ ଆନ୍ଦୋଳନ କାରଣ କ’ଣ ଜାଣନ୍ତୁ
କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁବାର ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ମୁଖ୍ୟାଳୟ…
Read More » -
?????
ସ୍କ୍ରାପିଂ ପଲିସିକୁ ବିରୋଧ: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ
ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ…
Read More » -
?????
ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଗୋଟାଏ ପରଠୁ ବନ୍ଦ
ଭୁବନେଶ୍ୱର : ଆଜି ବାରବାଟିରେ ହକି ବିଶ୍ୱକପର ଉଦଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର…
Read More » -
?????
ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ
ରାଉରକେଲା: ଦିନକ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ…
Read More »