?????

ଦୁଲଦୁଲିର ଦ୍ବିତୀୟ ସନ୍ଧ୍ୟା: ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଦୁଲଦୁଲି ମହୋତ୍ସବର ଦ୍ଵିତୀୟ ଦିନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଚାଙ୍ଗୁ ବାଦ୍ୟ ସହ ପାରମ୍ପରିକ ବାଦ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। କଳାକାର ମାନଙ୍କ କଳା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ଏହି ଅବସରରେ ସେ ଉପଦେଶ ଦେଇଥିଲେ। ଗିରିଧର ଗାମଙ୍ଗ କହିଥିଲେ ଏହି ଦୁଲୁଦୁଲି ମଞ୍ଚ ଦୁଲିକିବ ଓ ଏହି ମହୋତ୍ସବ ଆହୁରି ଆଗକୁ ବଢ଼ୁ।

 

 

 

Related Articles

Leave a Reply

Back to top button
error: Content is protected !!