?????

ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ

ପୁରୀ: ଜଗନ୍ନାଥ ସଂସ୍କୃତିକୁ ପ୍ରବଚନ ଜରିଆରେ ପ୍ରଚାର କରି ଘରେ ଘରେ ପରିଚିତ ହୋଇଥିବା ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ ହୋଇଛି। କରୋନାରେ ସେ ଆକ୍ରାନ୍ତ ହୋଇ ପୁରୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ହେବା ପରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କର ଫୁସଫୁସରେ ସମସ୍ୟା ଦେଖାଦେଇଥିବା ନେଇ ଜଣାପଡ଼ିଥିଲା।

ରଥଯାତ୍ରା ସମୟରେ ତାଙ୍କର ପ୍ରବଚନକୁ ଣୁଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ସେହିପରି ବିଭିନ୍ନ ଚ୍ୟାନେଲରେ ମଧ୍ୟ ତାଙ୍କର ପ୍ରବଚନ ସକାଳେ ଏବଂ ସଂଧ୍ୟାରେ ପ୍ରସାରିତ ହୁଏ।

Related Articles

Leave a Reply

Back to top button
error: Content is protected !!