-
?????
ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ
ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ମାନସିକ ପରୀକ୍ଷା ହେବ ବୋଲି ସୋମବାର…
Read More » -
?????
???????? ????? ?? ??????? ?????? ???? ??????? ???? ????
?????????: ??????? ?? ??? ??????????? ???????? ????? ??? ???????? ?????? ??????? ????? ?????? ?? ???? ??? ???????? ?????? ???????? ??…
Read More » -
?????
କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିଲା ପରେ ମତାମତ ଦେବି: ଦୀପାଳି ଦାସ
ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ କର୍ମ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ସେ…
Read More » -
Accident
ଚୌଦ୍ୱାର ଜେଲରେ ଗୋପାଳ ପଢୁଛି ଭାଗବତ
ଜେଏସଜିଲାଇଭ ବ୍ୟୁରୋ: ତଦନ୍ତ ବେଳେ କୋଣସି ପଶ୍ଚାତାପର ଇଙ୍ଗିତ ଦଉନଥିବା ଅଭିଯୁକ୍ତ ଗୋପାଳ ଦାସ ବୋଧହୁଏ ଭିତରେ ଭିତରେ ନିଜ କର୍ମ ପାଇଁ ଅନୁତପ୍ତ ବୋଲି ଜଣାପଡୁଛି…
Read More » -
?????
ପୋଲିସ ହେପାଜତରୁ ସକାଳେ ଫେରାର ହୋଇଥିବା ଅଭିଯୁକ୍ତ ସଂଧ୍ୟାରେ ଗିରଫ
ଝାରସୁଗୁଡା: ଏକ ଚୋରି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକ ସକାଳେ ପୋଲିସ ହେପାଜତରୁ ଖସି ପଳାଇଥିଲା। ହେଲେ ସଂଧ୍ୟାରେ ପୁଣିଥରେ ଗିରଫ ହୋଇଛି। ଝାରସୁଗୁଡ଼ା ସଦର ଥାନାରେ…
Read More » -
?????
ଧାନୀ ଛାଡ଼ି ଅନ୍ୟ ଚାଷ କଲେ ସରକାର ଦେବେ ଇନସେନଟିଭ୍
ଭୁବନେଶ୍ୱର: ଧାନ ଚାଷ ବଦଳରେ ଅନ୍ୟ ଫସଲ କଲେ ସରକାର ଇନସେନଟିଭ୍ ବା ପ୍ରୋତ୍ସାହନ ଦେବେ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ କରିବା ପାଇଁ ରାଜ୍ୟ ସରକାର…
Read More » -
?????
ଅଭିଯୁକ୍ତ ଗୋପାଳ ଦାସର ନୂଆ ଠିକଣା ଚୌଦ୍ୱାର ଜେଲ୍
କଟକ: କ୍ରାଇମବ୍ରାଞ୍ଚର ରିମାଣ୍ଡ ଶେଷ ହେବା ପରେ ନିଜେ ଝାରସୁଗୁଡା ଉପକାରଗାରରେ ନରହିବାକୁ ଇଚ୍ଛା ପ୍ରକାଶ କରିଥିଲା ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ…
Read More » -
?????
୫-ଟି ଅଧୀନରେ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ
ଭୁବନେଶ୍ୱର: ୫-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ…
Read More » -
?????
ଆଜି ସରୁଛି ଗୋପାଳର ରିମାଣ୍ଡ ଅବଧି
ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ…
Read More » -
?????
ନାର୍କୋ ଟେଷ୍ଟ ପରେ ଗୋପାଳ ଦାସ ହେଲା ଅଚେତ
ଜେଏସଜିଲାଇଭ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ହୋଇଛି। ହତ୍ୟା ଘଟଣାକୁ ୧୪ ଦିନ ବିତିଛି। ରାଜ୍ୟ ସରକାର…
Read More »