-
?????
ଝାରସୁଗୁଡାରେ ସକାଳ 6ରୁ ସଂଧ୍ୟା 6 ଖୋଲିବ ଦୋକାନ, ହଟିଲା ସପ୍ତାହନ୍ତ ସଟଡାଉନ
ଝାରସୁଗୁଡା: ଜିଲ୍ଲାରେ କୋଭିଡ ସଂକ୍ରମଣ ହାର 5 ପ୍ରତିଶତରୁ କମ୍ ରହିଛି। ତେଣୁ ଝାରସୁଗୁଡା ସମେତ 20ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ହଟାଇବା ସହିତ ସଂଧ୍ୟା 6…
Read More » -
?????
ଟିକାକରଣରେ ଆମେରିକାକୁ ଟପିଲା ଭାରତ, ୨.୯୪%କୁ ଖସିଲା ଦୈନିକ ପଜିଟିଭିଟି ହାର
ନୂଆଦିଲ୍ଲୀ: କୋଭିଡ ଟିକାକରକଣ କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୋଟ କୋଭିଡ ଟିକା ପ୍ରଦାନରେ ଆମେରିକାକୁ ପଛରେ ପକାଇଛି ଭାରତ। ଭାରତରେ ମୋଟ…
Read More » -
?????
୬,୨୮,୯୯୩ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଦେଶରେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀର ଦ୍ୱିତୀୟ ଲହର ପ୍ରଭାବିତ ବିବିଧ…
Read More » -
?????
ରାଜ୍ୟରେ 10ଟି ନର୍ସିଂ କଲେଜ ଖୋଲିବାକୁ ସରକାର ଯୋଜନା କରୁଛନ୍ତି: ମନ୍ତ୍ରୀ ନବ ଦାସ
ଝାରସୁଗୁଡା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୋମବାର କହିଛନ୍ତି ଯେ ରାଜ୍ୟ ସରକାର 10 ଟି ଜିଲ୍ଲାରେ ନର୍ସିଂ କଲେଜ ପ୍ରତିଷ୍ଠା…
Read More » -
?????
ପୁଣି ଝିଅକୁ ପ୍ରତିନିଧି ଭାବରେ ସାମିଲ କରାଇ ଅଡୁଆରେ ମନ୍ତ୍ରୀ ନବ ଦାସ
ସମ୍ୱଲପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଇସାରାରେ ବାଡିଟିଏ ବି ହଲେନି। କିନ୍ତୁ ନବୀନଙ୍କ ନିର୍ଦ୍ଦେଶ ଭାଙ୍ଗିବାରେ ରେକର୍ଡ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…
Read More » -
?????
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଳାକୃତି ଗାଏବ ଅଭିଯୋଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳ ରଖିଲା ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କେତେକ କଳାକୃତି ଗାଏବ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ…
Read More » -
?????
ମହାନଦୀ ଜଳ ବିବାଦ ମାମଲା, ଓକିଲ ଫିସ ବାବଦରେ ସରକାର ଖର୍ଚ୍ଚ କଲେଣି 4 କୋଟି
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଲଢ଼ିବା ପାଇଁ ରାଜ୍ୟ ସରକାର ଓକିଲ ଫିସ ବାବଦରେ 4 କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। 18.6.21…
Read More » -
?????
ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି
ଝାରସୁଗୁଡ଼ା ବିଶିଷ୍ଟ ଶିକ୍ଷାବିତ୍ ତଥା ଜଣାଶୁଣା ପରିବେଶବିତ୍ ଜୀବ ବିଜ୍ଞାନି ତଥା ବନ୍ୟ ପ୍ରାଣୀ ସଂରକ୍ଷକ ପ୍ରଫେସର ଧ୍ରୁବରାଜ ନାୟକଙ୍କ ବିୟୋଗରେ ପୃଥିବୀ ବିଜ୍ଞାନ କ୍ଲବ ତରଫରୁ…
Read More » -
?????
ମାତ୍ର 100 ଟଙ୍କା ପାଇଁ ପୂର୍ବତନ କୁଳପତିଙ୍କୁ ହତ୍ୟା ଅଭିଯୋଗ
ଝାରସୁଗୁଡା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ (83) ରବିବାର ଅପରାହ୍ନରେ ହତ୍ୟାର ଶିକାର ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ସେ ତାଙ୍କ ଘରେ ରହିଥିଲେ। ଏହି…
Read More » -
?????
ଘରୋଇ ହସ୍ପିଟାଲକୁ 25 ନୁହେଁ 5% ଟିକା ଦେବାକୁ କେନ୍ଦ୍ର ଆଗରେ ଦାବି ରଖିଲେ ମନ୍ତ୍ରୀ ନବ ଦାସ
ଭୁବନେଶ୍ୱର: ଶନିବାର କେନ୍ଦ୍ର ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଜୁନ୍ 21ରୁ କେନ୍ଦ୍ର…
Read More »