?????
ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା

ଜେଏସଜିଲାଇ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ ।