?????

ଓଡ଼ିଆ ନବବର୍ଷ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ

ଝାରସୁଗୁଡା: ଆସୁଛି ଓଡ଼ିଆ ନବବର୍ଷ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପାହାଡି ମନ୍ଦିରରେ ପାହେଡେଶ୍ୱର ବିକାଶ ପରିଷଦ ତରଫରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ନେଇ ଆଲୋଚନା ହୋଇଛି।

Related Articles

Leave a Reply

Back to top button
error: Content is protected !!