?????

ଅଲ୍ ଇଣ୍ଡିଆ ସିଆ ସମାଜ ଓଡିଶା ଶାଖାର ସଭାପତି ବେଲେ ଅମୀର ଅଲ୍ଲୀ

ଝାରସୁଗୁଡା: ଅମିର ଅଲ୍ଲୀ ଅଲ୍ ଇଣ୍ଡିଆ ସିଆ ସମାଜ ଓଡିଶା ଶାଖାର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ଶେହନାଜ ହୁସେନ ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଅମିର ଅଲ୍ଲୀଙ୍କ ଘର ଝାରସୁଗୁଡା ମଙ୍ଗଳ ବଜାର । ସେ ଏହି ପଦକୁ ନିର୍ବାଚିତ ହେବା ପରେ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଅବଧି ମଧ୍ୟରେ ପିଲା ଏବଂ ଯୁବକଙ୍କ ଶିକ୍ଷା ଏବଂ ଦକ୍ଷତା ଉପରେ ସେ ଗୁରୁତ୍ୱ ଦେବେ ।

କିଭଳି ପିଲାମାନେ ପାଠ ପଢି ଶିକ୍ଷିତ ହେବେ ଏବଂ ଯୁବକଙ୍କର ଦକ୍ଷତା ବିକାଶ ହେବା ପରେ ରୋଜଗାରକ୍ଷମ ହେବେ ତାହା ତାଙ୍କର ପ୍ରାଥମିକ ଲକ୍ଷ୍ୟ ବୋଲି ଉଭୟ ପ୍ରତିକ୍ରିୟାରେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!