?????

ଘରକୁ ଆସୁଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରାଉ କଲା କୋଶଲ ସେନା

ଭୁବନେଶ୍ୱର: ରାଜଧାନୀରୁ ଟିଟିଲାଗଡ଼ ଯାଉଥିଲେ ମନ୍ତ୍ରୀ ଟୁକୁନି ସାହୁ। ହେଲେ ଜାଣିନିଥିଲେ ସେ ବିରୋଧର ସାମ୍ନା କରିବେ। ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ଼ ଯାଉଥିବାବେଳେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମୀଙ୍କ ଦ୍ୱାରା ଅଟକ ରହିଥିଲେ। ଏହାପରେ ସଇଁତଳା ପୁଲିସ ଘେରାଉରେ ସାମିଲ କର୍ମକର୍ତ୍ତାଙ୍କୁ ପ୍ରଥମେ ବୁଝାଇଥଲା ପରେ  ଗିରଫ କରିଥିଲା। ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଆଉ ମନ୍ତ୍ରୀ ତାଙ୍କ ଘର ଅଭିମୁଖେ ଯାଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଧିକାଂଶ ଗରିବ ଲୋକ ବାଦ୍ ପଡ଼ିବାରୁ ଏବେ ଏହାକୁ ବିରୋଧ କରିଛି କୋଶଲ ସମନ୍ୱୟ କମିଟି। ଏ ନେଇ ରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରିିଛି।

 

Koshal Sena besieged Minister Tukuni Sahu

Related Articles

Leave a Reply

Back to top button
error: Content is protected !!