?????

ଜିଲ୍ଲା ବିଜେପି କମିଟିର ନାଁ ଘୋଷଣା କଲେ ମଙ୍ଗଳ ସାହୁ

ଝାରସୁଗୁଡା : ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମମାଦନ କ୍ରମେ ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ଝାରସୁଗୁଡା ଜିଲ୍ଲା କମିଟି ଘୋଷଣା କରିଛନ୍ତି। ଏହି କମିଟିରେ ୭ ଉପସଭାପତି, ୨ ସାଧାରଣ ସମ୍ପାଦକ ,୮ ସମ୍ପାଦକ ,୧ ଅଫିସ ସମ୍ପାଦକ, ୧ କୋଷାଧ୍ୟକ୍ଷ, ସମସ୍ତ ମୋର୍ଚ୍ଚାର ସଭାପତି, ସ୍ଥାୟୀ ସଦସ୍ୟ , ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ , ମୋର୍ଚ୍ଚା ପ୍ରଭାରୀ ,ମଣ୍ଡଳ ପ୍ରଭାରୀ , ସେଲ୍ ସଂଯୋଜକ ଏବଂ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ଜିଲ୍ଲା ଉପସଭାପତି ଭାବେ ସଞ୍ଜୟ ସିଂ, ନଭଲ୍ ଅଗ୍ରୱାଲ, ମଞ୍ଜବୁଳା ଗୁରୁ, ସୁନିଲ ଦାସ, ସଞ୍ଜୟ ଭୋଇ, ବୈଜୟନ୍ତି ତାଣ୍ଡି, ମଞ୍ଜରୀ ପୃଷ୍ଟି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଚକାନନ ସା, ପ୍ରେମମସନ ରୟ, ଜିଲ୍ଲା ସମ୍ପାଦକ ଭାହେ ସଞ୍ଜୁ ସାଲୁଜା, ଏକାଦସିଆ ରଣା, ବିମନାଦିନୀ ନାୟକ, ଦମରୁଧର କଣ୍ଟା, ବିଜୟ ଷଡଙ୍ଗୀ, ସଘନ୍ତାଷିନି ପ୍ରଧାନ, ଚୁମକି ପଟେଲ, ସୋନୁ ଥିରାନି ଓ ରାଜେଶ ଦାସ ( ଅଫିସ୍ ) ଏବଂ କେଷାଧ୍ୟକ୍ଷ ଭାବେ ମହେନ୍ଦ୍ର କେଡିଆଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ମୋର୍ଚ୍ଚା ସଭାପତି ଓ ସେଲ୍ ସଂଯୋଜକ, ମୋର୍ଚ୍ଚା ପ୍ରଭାରୀ, ମଣ୍ଡଳ ପ୍ରଭାରୀ, ସ୍ଥାୟୀ ସଦସ୍ୟ ଭାବେ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ଘୋଷଣା ହୋଇଛି।

Related Articles

Leave a Reply

Back to top button
error: Content is protected !!