?????

ଡିଏଭି ଛାତ୍ରୀ ଅର୍ଚ୍ଚନାଙ୍କ କମାଲ

ଝାରସୁଗୁଡା: National Talent Search Examination ଷ୍ଟେଜ 2 ପରୀକ୍ଷାରରେ ବାଜି ମାରିଛନ୍ତି ଝାରସୁଗୁଡାର ଛାତ୍ରା ଅର୍ଚ୍ଚନା ନାଏକ। ଯିଏକି ସିବିଏସଇ ମାଟ୍ରିକ ପରୀକ୍ଷାରେ 98.4 ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଥିଲେ। ପୂର୍ବରୁ ଝାରସୁଗୁଡ଼ା ଡିଏଭି ଇତିହାସରେ ଏଭଳି ସଫଳତା ହାସଲ କରିନଥିବା ସୂଚନା ରହିଛି। ତାଙ୍କ ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁବୃନ୍ଦ ଅର୍ଚ୍ଚନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମେଧାବୀ ଅର୍ଚ୍ଚନା ପାଣିପାଗ ବିଭାଗରେ କାର୍ଯ୍ୟରତ କିରନ କୁମାର ନାଏକ ଓ ସଜ୍ଞା ସରିତା ପଟେଲଙ୍କ ସୁପୁତ୍ରୀ। ଭବିଷ୍ୟତରେ ଗବେଷଣା ସମ୍ବନ୍ଧୀୟ ଆହୁରି ସଫଳତା ପ୍ରାପ୍ତି ଲାଗି ସଂକଳ୍ପ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!