-
?????
ପ୍ରତିଶ୍ରୁତି ରଖିଲେ ଓ୍ୱାର୍ଡ କାଉନସିଲର ରମଣ ରାଓ, ଦିବ୍ୟାଙ୍ଗ ଯୁବକଙ୍କୁ ଯୋଗାଇ ଦେଲେ ହ୍ୱିଲ୍ ଚେୟାର
ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରାଞ୍ଚଳର 23 ନମ୍ବର ଓ୍ୱାର୍ଡ କାଉନସିଲର ରମଣ ରାଓ ସହାୟତାର ହାତ ବଢ଼ାଇଛନ୍ତି। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ସେ ନୂଆ ହ୍ୱିଲ୍ ଚେୟାର ଯୋଗାଇଦେଇଛନ୍ତି।…
Read More » -
?????
ଚୌକିପଡ଼ା ରେଲଓ୍ୱେ ବ୍ରିଜ କାର୍ଯ୍ୟର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା: ରେଳଷ୍ଟେସନ ଅନ୍ତର୍ଗତ ଚୌକିପଡ଼ାରେ ଦୀର୍ଘ ଦିନ ହେବ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଶେଷରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ…
Read More » -
?????
ଜାତୀୟ ପତାକାକୁ ଅସମ୍ମାନ, ଅଟକ ରହିଲା ଯୁବକ
ଝାରସୁଗୁଡା: ମହଙ୍ଗା ପଡିଲା ଜାତୀୟ ପତାକାକୁ ଅସମ୍ମାନ କରିବା। ଅଟକ ରହିଲା ଯୁବକ। ଜାତୀୟ ପତାକାକୁ ଏକ କଟା ଛେଳି ମୁଣ୍ଡରେ ଗୋଡାଇ ରଖିଥିଲା ଝାରସୁଗୁଡା ବନ୍ଧବାହାଲର…
Read More » -
?????
ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଝାରସୁଗୁଡା ବିଜେପି
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସରକାରୀ ବୈଠକରେ ବିଜେଡି କର୍ମୀଙ୍କ ଉପସ୍ଥିତିକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଝାରସୁଗୁଡା ବିଜେପି। ଦଳର ରାଜ୍ୟ ସମ୍ପାଦକ ଟଙ୍କଧର…
Read More » -
?????
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ
ଝାରସୁଗୁଡ଼ା: ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଝାରସୁଗୁଡ଼ା ଜିଲ୍ଳାକୁ ଦିନିକିଆ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା…
Read More » -
?????
ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାକୁ ବିଜୁଳିଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ
ଝାରସୁଗୁଡା: ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ୟେଲୋ ଚେତାବନୀ । ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି…
Read More » -
?????
ଗାନ୍ଧୀଙ୍କ ଆଦର୍ଶ ଓ ବାଣୀ ପ୍ରଚାର ଉଦ୍ଦେଶ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ଶପଥ ପାଠ
ଝାରସୁଗୁଡା: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଚଳିତ ଅଗଷ୍ଟ ୧୭ରିଖରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଗାନ୍ଧିଜୀଙ୍କ ଆଦର୍ଶ ,…
Read More » -
?????
ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ପାଇଁ ବିସ୍ତାପିତଙ୍କ କ୍ଷତି ପୂରଣ ନେଇ ଆଲୋଚନା
ଝାରସୁଗୁଡ଼ା: ଏନଏଲସି ତଲାବିରା ଥର୍ମାଲ ପାୱାର ପ୍ଲାଣ୍ଟର ଦ୍ୱିତୀୟ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଛି…
Read More » -
?????
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି
ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର ।…
Read More » -
?????
ସକାଳ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବ
ଜେଏଲଜି ବ୍ୟୁରୋ: ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ହୋଇଥିବା ଲଘୁଚାପ ସ୍ପଷ୍ଟ କ୍ଷେତ୍ରରେ ପରିଣତ ହୋଇଛି। ଆଜି ସକାଳ…
Read More »