-
?????
ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ଟଙ୍କଧର
ଝାରସୁଗୁଡା: ଜିଲ୍ଲାର ବନ୍ଧବାହାଲଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମହାନଦୀ କୋଲ ଫିଲଡ (ଏମସିଏଲ) ସହଯୋଗରେ ୨୦ଟି ଆଇସିୟୁ ବେଡ୍ ସମେତ ୧୦୦ ଶଯ୍ୟା ବିଶିଷ୍ଟ…
Read More » -
?????
ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ ଅନୁମତି
ଝାରସୁଗୁଡା: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବେଶ ମାରାତ୍ମକ ହୋଇଛି। ଏହାକୁ ନଜରରେ ରଖି ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ତିଆରି ହେବ। ଏହି ହସ୍ପିଟାଲରେ 100ଟି…
Read More » -
?????
ଆଇଭରମେକଟିନ ଔଷଧ ନେଇ WHOର କଡ଼ା ଚେତାବନୀ
ନୂଆଦିଲ୍ଲୀ: ନିକଟରେ ଗୋଆ ସରକାର ଆଇଭରମେକଟିନ (Ivermectin) ଔଷଧକୁ ନିଜ ରାଜ୍ୟର ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି। କିଛି ବୈଜ୍ଞାନିକ ଏହି ଆଇଭରମେକଟିନ ଔଷଧ କରୋନା ଲଢ଼େଇରେ ପ୍ରମୁଖ…
Read More » -
NEWS
Lockdown Impact! After 6 days state daily COVID19 cases below 10K
Bhubaneswar: After 6 days of Lockdown, the state daily covid cases declines below 10K. Earlier, as predicted by Kanpur IIT…
Read More » -
?????
କୋଭିଡ ଟିକା ପାଇଁ କେନ୍ଦ୍ର ସରକାର ବ୍ୟୟବରାଦ କରିନାହାନ୍ତି କହିବା ଭୁଲ: ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ‘ଦି ପ୍ରିଣ୍ଟ’ରେ ପ୍ରକାଶିତ ଏକ ଖବର ଶୀର୍ଷକରେ ଲେଖାଯାଇଛି, “ମୋଦୀ ସରକାରଙ୍କ ଟିକା ପାଇଁ ପାଣ୍ଠି ଯୋଗାଣ: ରାଜ୍ୟ ସମୂହଙ୍କ ପାଇଁ ୩୫,୦୦୦କୋଟି, କେନ୍ଦ୍ର ପାଇଁ…
Read More » -
?????
ନିର୍ବାଚନରେ ପରାଜୟର କାରଣ ଖୋଜିବେ ସୋନିଆ ଗାନ୍ଧୀ? କମିଟି ଗଠନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଚାରିଟି ରାଜ୍ୟରେ ଦଳର ପରାଜୟର କାରଣ ଜାଣିବା ପାଇଁ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏକ ଫ୍ୟାକ୍ଟ…
Read More » -
?????
ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ, କେମିତି ସୃଷ୍ଟି ହେଲା କହିଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ଓଡିଶାରେ ‘ବ୍ଲାକ୍ ଫଙ୍ଗସ୍’ ମାମଲା ସାମ୍ନାକୁ ଆସିଛି। ଏବେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ତେବେ ଏହି ଫଙ୍ଗସ ଡାକ୍ତରଖାନାରୁ…
Read More » -
?????
ଯୋଗୀ ପରେ ନବୀନ ଟିକାକରଣ ପାଇଁ କରିବେ ଗ୍ଲୋବାଲ ଟେଣ୍ଡର
ଭୁବନେଶ୍ୱର: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବା ପରେ ଓଡ଼ିଶା ମଧ୍ୟ ସମାନ ନୀତି ଆପଣାଇଛି। ମେ…
Read More » -
?????
ବ୍ରଜରାଜନଗରକୁ ଆମ୍ୱୁଲାନ୍ସ ଯୋଗାଇ ଦେବାକୁ ଦାବି
ବ୍ରଜନରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଏକ ପୁରୁଣା ଅଞ୍ଚଳ। ଏଠାରେ ପାଖାପାଖି 1 ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏଠାରେ ଗୋଟିଏ ସିଏଚସି ଓ ଦୁଇଟି…
Read More » -
NEWS
ESIC installs oxygen plants at two hospitals in Delhi NCR
The ESIC under the Ministry of Labour and Employment has installed oxygen generation plants at two hospitals in Delhi NCR…
Read More »