ବ୍ରଜରାଜନଗର ଏସଡିପିଓ ହେବେ ଗୁପ୍ତେଶ୍ୱର ଭୋଇ

0
297

ଝାରସୁଗୁଡା: ଗୁପ୍ତେଶ୍ୱର ଭୋଇ ହେବେ ବ୍ରଜରାଜନଗର ଏସଡିପିଓ । ଏବେ ସେ କଳାହାଣ୍ଡିର ଡିଏସପି ହୋଇଛନ୍ତି । ସେହିପରି ବ୍ରଜରାଜନଗରରୁ ଦିଲ୍ଲୀପ କୁମାର ଦାସଙ୍କର ବଦଳି ହୋଇଛି କଟକ ଭୁବନେଶ୍ୱର କମିଶନରେଟ ପୁଲିସର ଏସପି ପଦକୁ।