?????

ବିଭିନ୍ନ ଦାବି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା: ଜିଲ୍ଲାର ବିଭିନ୍ନ ଦାବି ନେଇ ରବିବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ। ଜିଲ୍ଲାରେ ଥିବା ବଗେଢି ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ ଏବଂ ରାଜ୍ୟରାଣୀ ଏକ୍ସପ୍ରେସକୁ ଷ୍ଟପେଜ ଦେବା ପାଇଁ ଧର୍ମେନ୍ଦ୍ରଙ୍କୁ ଦାବି ଜଣାଇଛନ୍ତି। ଏହାବାଦ ଜିଲ୍ଲାରେ ଥିବା ପୁରୁଣା ପୋଷ୍ଟ ଅଫିସକୁ ମରାମତି କରିବା ପାଇଁ ଦାବି କରିଛନ୍ତି। ଯାହାକି ବ୍ୟବହାର ନହୋଇ ପଡ଼ି ରହିଛି।

 

Related Articles

Leave a Reply

Back to top button