?????

ଜିଲ୍ଲା ଡ୍ରଗ୍ସ ଆସୋସିଏସନର ସଭାପତି ହେଲେ ଜୟନ୍ତୀ ଦୀକ୍ଷିତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କେମିଷ୍ଟ ତଥା ଡ୍ରଗ୍ସ ଆସୋସିଏସନର ସଭାପତି ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ଜୟନ୍ତୀ ଦୀକ୍ଷିତ। 20 ସେପ୍ଟେମ୍ବରରେ ଏ ନେଇ ହୋଟେଲ ମାଇକ୍ରୋ କଣ୍ଟିନେଣ୍ଟାଲରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତାଙ୍କ ସହ ଆଗାମୀ କାର୍ଯ୍ୟକାଳ ପାଇଁ ପ୍ରଦୀପ ସାକୁନିଆ ଆସୋସିଏସନର ସଚିବ ଭାବରେ ନିର୍ବାଚିତ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!