ଝାରସୁଗୁଡା କୋଭିଡ ଆର୍ମିକୁ 10 ହଜାର ଟଙ୍କା ଦେଲେ ମହିଳା ସାମାଜିକ ସଂଗଠନ

0
192

ଝାରସଗୁଡା: କରୋନା ମହାମାରୀ ବେଳେ ଲୋକଙ୍କୁ ସହଯୋଗ କରି ଚର୍ଚ୍ଚାରେ ରହିଛି ଝାରସୁଗୁଡା କୋଭିଡ ଆର୍ମି ସଂଗଠନ। ଏହି ସଂଗଠନକୁ ପ୍ରୋତ୍ସିହତ କରିବା ପାଇଁ ଆଗେଇ ଆସିଛନ୍ତି କିଛି ମହିଳା ସାମାଜିକ ସଂଗଠନ। ଯେଉଁମାନେକି କୋଭିଡ ଆର୍ମିକୁ 10 ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଛନ୍ତି। କୋଭିଡ୍ ବେଳେ ଏହି ଆର୍ମି ଅକ୍ସିଜେନ ସିଲିଣ୍ଡର, ଆମ୍ୱୁଲାନ୍ସ ଇତ୍ୟାଦି ସେବା ଯୋଗାଇ ଦେଉଛି।