?????

ଜୁନ ପହିଲାରୁ ଖୋଲିବ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଓଡିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଏବଂ ଅଣ-ସରକାରୀ ଡିଗ୍ରୀ କଲେଜଗୁଡ଼ିକ ଜୁନ୍ 1 ରୁ ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସତିବ ସାସ୍ୱତ ମିଶ୍ର ଏହି ପ୍ରସଙ୍ଗରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ତଥା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରିନସିପାଲଙ୍କୁ ଏକ ଚିଠି ଲେଖିଛନ୍ତି। ସଚିବ କହିଛନ୍ତି ଗ୍ରୀଷ୍ମ ଅବକାଶ ଛୁଟି 31.5.2021ରେ ଶେଷ ହେବ। ଗ୍ରୀଷ୍ମ ଛୁଟି ଶେଷ ହେଉଛି। ତେଣୁ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସ୍କୁଲ ଓ କଲେଜ ଖୋଲିବା ଦରକାର।

Related Articles

Leave a Reply

Back to top button
error: Content is protected !!